Browsing Tag

oppo

Oppo ଲଞ୍ଚ କଲା Find N3 ଫ୍ଲିପ୍ ଫୋନ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ

Oppo ଏହାର ପ୍ରଥମ ଫୋଲଡେବଲ୍ ଫୋନ୍ Find N3 ଫ୍ଲିପ୍ ଫୋନ୍‌ ଲଞ୍ଚ କରିଛି । ଏହି ଫୋନରେ ୭.୮୨ ଇଞ୍ଚର ମେନ୍‌ ଡିସପ୍ଲେ ଏବଂ ୬.୩ ଇଞ୍ଚର ଏକ୍ସଟର୍ନାଲ ସ୍କ୍ରିନ୍‌ ଦିଆଯାଇଛି । Oppo Find N3 ଫ୍ଲିପ୍ ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ ଅଛି ଏବଂ ଏହି ଫୋନ୍ ଆଣ୍ଡ୍ରଏଡ୍ 13 OS…

Oppo ଲଞ୍ଚ କରିବାକୁ ଯାଉଛି ନୂଆ Flip ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

Oppo ଖୁବଶୀଘ୍ର ନିଜର ଫୋଲଡେବଲ ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । Oppo ଏଥିପାଇଁ Oppo Find N3 Flip ଫୋନର ଟିଜିଙ୍ଗ୍‌ ଆରମ୍ଭ କରିଛି । ଏହି ଫୋନ ଖୁବ୍‌ ଶୀଘ୍ର ଭାରତରେ ଡେବ୍ୟୁ କରିବାକୁ ଯାଉଛି । ସୂଚନାଥାଉ କି ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନୀ Oppo ନିଜର ଅଫିସିଆଲ…

Oppo ଶସ୍ତାରେ ଲଞ୍ଚ କଲା ନୂଆ Oppo A38 ମଡେଲ, ଶାନଦାର ଲୁକ ସହ ରହିଛି ୟୁନିକ ଫିଚର୍ସ, ଶୀଘ୍ର ବୁକ କରନ୍ତୁ

ସ୍ମାଟଫୋନ କିଣିବାକୁ ଚାହୁଁଛନ୍ତି ସେ ବି ଶସ୍ତା ଦାମରେ… ତେବେ ଆଉ ଡେରି କାହିଁକି OPPO ଆଣିଛି ଏକ ବଢ଼ିଆ ମୌକା। ମାତ୍ର ୧୫ ହଜାର ଟଙ୍କା ଭିତରେ ଓପୋ ସ୍ମାଟଫୋନ ୟ ୁଜର୍ସ ଙ୍କ ପାଇଁ ନେଇ ଆସିଛି ଏକ ଜବରଦସ୍ତ ମଡେଲ। ଭଲ ଡିଜାଇନ ସହିତ ଏଥିରେ ରହିଛି ଧାମାକାଦାର ଫିଚର୍ସ। ଓପୋର ଏହି ମଡେଲ…

Airtel 5G Plus ଚାଲିବ କେବଳ ଏହି ସ୍ମାର୍ଟଫୋନରେ , କିଣିବା ପୂର୍ବରୁ ପ୍ରଥମେ ଲିଷ୍ଟ ଜାଣିନିଅନ୍ତୁ..

ଏୟାରଟେଲ ନିଜ େଓ୍ଵବସାଇଟରେ ସବୁ ସ୍ମାର୍ଟଫୋନକୁ ଲିଷ୍ଟ କରିଛି ଯେଉଁଥିରେ ଏୟାରଟେଲ 5G Plus ସପୋର୍ଟ କରିବ । ଆସନ୍ତୁ ଜାଣିବା ସେହି ଫୋନ ସମ୍ପର୍କରେ.. ଏୟାରଟେଲ ଏବେ ଏୟାରଟେଲ 5G Plusର ଘୋଷଣା କରିଛି। ଏହା ଦେଶର ପ୍ରଥମ ୮ଟି ସହର ଯେମିତିକି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ,…

Oppo ଲଞ୍ଚ୍‌ କଲା ଲାଟେଷ୍ଟ୍‍ 5G ସ୍ମାର୍ଟଫୋନ Reno 7A! ପାଣି, ଧୂଳିରେ ବି ଖରାପ ହେବନି ଫୋନ୍‌…ଜାଣନ୍ତୁ ଫିଚର୍ସ

Oppo ନିକଟରେ Reno 7A ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ 90Hz ରିଫ୍ରେଶ୍‌ ରେଟ୍‌ ସହିତ ଡିସ୍‌ପ୍ଲେ ଏବଂ ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ ଦିଆଯାଇଛି। ଫୋନ୍‌ରେ କମ୍ପାନୀ Snapdragon 695 5G ପ୍ରୋସେସର ବ୍ୟବହାର କରିଛି। Oppo Reno 7Aରେ 4,500mAhର ବ୍ୟାଟେରୀ ଦିଆଯାଇଛି। Oppo…

ଏହି ଲୋକପ୍ରିୟ ହ୍ୟାଣ୍ଡସେଟ ଉପରେ ଫ୍ଲିପକାର୍ଟର ରହିଛି ବଢ଼ିଆ ଡିସକାଉଣ୍ଟ , ଶୀଘ୍ର କିଣନ୍ତୁ

ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟରେ ପୁଣି ଥରେ ଆରମ୍ଭ ହୋଇସାରିଛି ବିଗ୍‌ ସେଭିଂ ଡେଜ୍‌ ସେଲ। ଗତ ମେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଏ ଆସନ୍ତା କାଲି ମାନେ ମେ ୮ ତାରିଖ ପଯ ର୍୍ୟନ୍ତ ଚାଲୁ ରହିବ। ତେବେ ଏହି ସେଲରେ ପ୍ରତିଥର ସ୍ମାର୍ଟଫୋନ ଉପରେ ଭାରି ଛାଡ ରହିଥାଏ। କେବଳ…

4230mAh ବ୍ୟାଟେରୀ ଓ 4 କ୍ୟାମେରା ବାଲା Oppo ଫୋନ ଅଫର, Amazon Sale ରେ ପାଆନ୍ତୁ ମାତ୍ର 611 ଟଙ୍କାରେ

ନୂଆଦିଲ୍ଲୀ : ଆମାଜନରେ ଚାଲୁଛି ମୋବାଇଲ ସେଭିଂ ଡେଜ୍‌ । ଏହି ସେଲରେ ସ୍ମାର୍ଟଫୋନରେ ୪୦ ପ୍ରତିଶତ ଡିସକାଉଣ୍ଟ ପାଇ ପାରିବେ । ଏହି ସେଲରେ ଆପଣ EMI ଓ ଏକ୍ସଚେଞ୍ଜ ଅଫରରେ ସ୍ମାର୍ଟ ଫୋନ କିଣିପାରିବେ । ଯଦି ଆପଣଙ୍କ ବଜେଟର ଫୋନ ଖୋଜୁଛନ୍ତି ତାହେଲେ oppo A15s କିଣି ପାରିବେ । ଏଥିରେ କୁପନ…

OPPO ଆଣୁଛି ଷ୍ଟାଇଲିଶ୍‌ ଇଲେକ୍ଟ୍ରିକ୍‌ ସ୍କୁଟର, ଅନ୍ୟମାନଙ୍କ ତୁଳନାରେ ଦାମ୍‌ ବହୁତ କମ୍‌; କାର୍‌ ବି କରିପାରେ…

OPPOର ସ୍ମାର୍ଟଫୋନଗୁଡ଼ିକୁ ବହୁତ ପସନ୍ଦ କରା ଯାଇଥାଏ। ଏବେ କମ୍ପାନୀ ନୂଆ ସେକ୍ଟରରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି। OPPO ୨୦୨୩ ଏବଂ ୨୦୨୪ରେ ଭାରତରେ OPPO EV ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବାକୁ ଯୋଜନା କରୁଛି। ଏକ ରିପୋର୍ଟ ମୁତାବକ, ଟିପଷ୍ଟର୍‌ ଯୋଗେଶ ବରାଡ଼ OPPO EV…

ଅନଲାଇନରେ Oppo Reno 6 5G ଦାମ ରହିଛି ଖୁବ ଶସ୍ତା, ଜାଣନ୍ତୁ ଦାମ

Oppo Reno 6 5G ସ୍ମାର୍ଟଫୋନ ଭାରତରେ ହୋଇଛି ଲଞ୍ଚ। ଏହାର ଅନଲାଇନ ପ୍ରି-ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଅର୍ଥାତ ୨୩ ଜୁଲାଇ ୨୦୨୧ରୁ ଅପରାହ୍ନରୁ ଆରମ୍ଭ ହେବ। ଏହି ଫୋନରେ ୮ ଜିବି ର‍୍ୟାମ ସହ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ ରହିଛି। କମ୍ପାନୀ ଏହାର ଦାମ   ୨୯,୯୯୦ ଟଙ୍କା ରହିଛି। ତେବେ…

ଆକସ୍ମିକ ଭାବେ ଫୋନ ଫାଟିବା କାରଣରୁ ଯୁବକ ହେଲେ ଗୁରୁତର, ଦେଖନ୍ତୁ ଏହି ଭିଡିଓ

ଦିଲ୍ଲୀ(କେନ୍ୟୁଜ): ସ୍ମାର୍ଟଫୋନ ଫାଟି ଯିବାର ଘଟଣା ଆମେ ଅନେକ ବାର ଶୁଣିଛେ । ଏହାକୁ କିଛି ବିଶ୍ୱାସ କରନ୍ତି ତ ଅନ୍ୟ କିଛି ଜଣ ଅବିଶ୍ୱାସ କରନ୍ତି । କିନ୍ତୁ ଆଜି ଆମେ ଏପରି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ । ଯାହାକୁ ଦେଖି ଆପଣ ଏହି କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ହେବେ ।…

5,000mAh ବ୍ୟାଟେରି ଓ 48MP କ୍ୟାମେରା ସହ ଆସୁଛି Oppo A16 ସ୍ମାର୍ଟଫୋନ

Oppo ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଏ- ସିରିଜର ନୂଆ ସ୍ମାର୍ଟଫୋନ Oppo A16 ଲଞ୍ଚ ହେବାକୁ ଯାଉଛି । କିଛିଦିନ ପୂର୍ବେ ଏହା FCC ସ୍ମାର୍ଟଫୋନ ସାଇଟରେ ଦେଖାଯାଇଥିଲା । ଯାହାଦ୍ୱାରା ଫୋନର ଅନେକ ଜରୁରୀ ସୂଚନା ଜଣା ପଡିଥିଲା । ଅର୍ଥାତ ଏହା ଫିଚର୍ସ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଥିଲା ।…

ଭାରତରେ Oppo Find X3  Pro Mars Exploration Editionର ହେଲା ବଜାର ପ୍ରବେଶ

Oppoର ନୂଆ ମଡେଲ Oppo Find X3  Pro Mars Exploration Edition ମାର୍କେଟରେ ଲଞ୍ଚ ହୋଇସାରିଛି । ଏହି ଫୋନରେ ବ୍ୟାକ ପ୍ୟାନେଲରେ ବିଶେଷ ରୂପେ ସ୍କାଇ ରୋକ ଗ୍ରେ କଲର ଥିମର ବ୍ୟବହାର କରାଯାଇଛି । ଏହାସହ କମ୍ପାନୀ ତରଫରୁ କଷ୍ଟମାଇଜଡ ଅପରେଟିଙ୍ଗ ସିଷ୍ଟମ ଦିଆଯାଇଛି । ଫୋନରେ 120Hz…