Browsing Tag

oppo

୭୦୦୦ଟଙ୍କା ପର୍ଯ୍ୟନ୍ତ କମିଲା ଏହି ପ୍ରିମିୟମ ସ୍ମାର୍ଟଫୋନ, ଯାହାର ରହିିଛି ଦମଦାର ଫିଚର୍ସ

ଆଜିକାଲି ସ୍ମାର୍ଟଫୋନ ପଛରେ ସମସ୍ତେ ପାଗଳ। ପିଲାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ହେଲେ ଅଧିକ ଦାମ୍‌ ମଧ୍ୟମ ତଥା ଗରିବ ଶ୍ରେଣୀର ଗ୍ରାହକଙ୍କୁ ମହଙ୍ଗା ମାଡ଼ କରିଥାଏ। ଯଦି ଆପଣ କମ୍‌ ଦାମ୍‌ ରେ ପ୍ରିମିୟମ ସ୍ମାର୍ଟଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କ…

Oppo ର ନୂଆ ଫିଟନେସ ବ୍ଯାଣ୍ଡ ଲଞ୍ଚ: ରହିଛି ବ୍ଲଡ ଅକ୍ସିଜେନ ସେନ୍ସର, ମୂଲ୍ଯ ମାତ୍ର ୨,୯୯୯ ଟଙ୍କା

Oppo ଲଞ୍ଚ କଲା ନୂଆ ଫିଟନେସ ବ୍ଯାଣ୍ଡ। Oppo ପକ୍ଷରୁ Oppo ବ୍ରାଣ୍ଡ ଷ୍ଟାଇଲର ଫିଟନେସ ଟ୍ରାକର ମଧ୍ୟ ଲଞ୍ଚ କରିଛି। ଏଥିରେ ୧୨ଟି ୱାର୍କଆଉଟ ମୋଡ, ବ୍ଲଡ ଅକ୍ସିଜେନ ସେନ୍ସର ଏବଂ ରିଅଲ ଟାଇମ ହାର୍ଟ ରେଟ ମନିଟର ଭଳି ଫିଚର୍ସ ଦିଆଯାଇଛି। ଯାହାର ଦାମ୍ ୨,୯୯୯ ଟଙ୍କା ରହିଛି। ଏହି…

ଭାରତରେ ଶସ୍ତା ହେଲା Oppo ଡୁଆଲ ସ୍କ୍ରିନ କ୍ଯାମେରା ଥିବା ଏହି ସ୍ମାର୍ଟଫୋନ, ଆଜି ହିଁ କିଣନ୍ତୁ

ଆପଣ ଯଦି ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। Oppo F17 Pro ମୂଲ୍ଯ ଭାରତରେ କମ୍ ହୋଇଯାଇଛି। ଏହି ସ୍ମାର୍ଟଫୋନ ଗତ ସେପ୍ଟେମ୍ବରରେ ଲଞ୍ଚ ହୋଇଥିଲା। ଲଞ୍ଚ୍ ବେଳେ ଏହାର ୮ଜିବି+୧୨୮ଜିବି ଭାରିଅଣ୍ଟର ଦାମ୍ ୨୨,୯୯୦ ଟଙ୍କା ରହିଥିଲା। ଏବେ ଏହାର ଦାମ୍ ୨୧,୪୯୦…

ଫୋନ କିଣିବା ପାଇଁ ଭାବୁଛନ୍ତି କି ? ତାହେଲେ ଶୁଣନ୍ତୁ Oppo କମାଇଦେଲା ନିଜର ଏହି ୪ଟି ସ୍ମାର୍ଟଫୋନର ଦାମ

Oppo ଏହାର ଚାରୋଟି ସ୍ମାର୍ଟଫୋନର ମୂଲ୍ୟ ଏକାସାଙ୍ଗରେ ହ୍ରାସ କରିଛି । ଓପୋ ନିଜର ଯେଉଁ ଫୋନ୍ ଗୁଡିକର ମୂଲ୍ୟ 2,000 ଟଙ୍କା ହ୍ରାସ କରିଛି ତାହା ହେଉଛି Oppo F17, Oppo A15, Oppo A12 ଏବଂ Oppo Reno 3 Pro । ଏହି ଚାରୋଟି ଫୋନର ମୂଲ୍ୟ ସ୍ଥାୟୀ ଭାବରେ ହ୍ରାସ କରାଯାଇଛି । ଏହି…

6 କର୍ମଚାରୀଙ୍କଠାରେ COVID-19 ପଜିଟିଭ ବାହାରିବା ପରେ ସ୍ମାର୍ଟଫୋନ କମ୍ପାନୀ Oppoର କାରଖାନା ବନ୍ଦ !

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Oppoର 6 କର୍ମଚାରୀଙ୍କଠାରେ କରୋନା ପଜିଟିଭ ମିଳିଛି। ଏହାପରେ ଦିଲ୍ଲୀ ନିକଟସ୍ଥ କାରଖାନାକୁ କମ୍ପାନୀ ବନ୍ଦ କରିଦେଇଛି। 3,000ରୁ ଅଧିକ କର୍ମଚାରୀଙ୍କର ନମୁନା ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ Oppo କାରଖାନାକୁ ବନ୍ଦ ରଖିବାକୁ…

ଏବେ Whatsapp ଓ SMS କରି କିଣିହେବ ଫୋନ, ଏହି କମ୍ପାନୀ ଆରମ୍ଭ କଲା ସପିଂର ନୂଆ ଟ୍ରେଣ୍ଡ

ଏବେ ଆଉ ଫୋନ କିଣିବା ପାଇଁ ଆପଣଙ୍କୁ କୌଣସି ଇ-କମର୍ସ ସାଇଟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଚୀନୀ ମୋବାଇଲ କମ୍ପାନୀ Oppo ପ୍ରଥମ ଥର ପାଇଁ Whatsapp ଓ SMS ମାଧ୍ୟମରେ ଫୋନ କିଣିବା ସୁବିଧା ଉପଲବ୍ଧ କରାଉଛି। ଏନେଇ ଗୁରୁବାର ଦିନ କମ୍ପାନୀ ତରଫରୁ ଘୋଷଣା କରାଯାଇଛି। Oppo ତରଫରୁ…

Oppo ର ପେମେଣ୍ଟ ଆପ୍‌ Kash ଭାରତରେ ହେଲା ଲଞ୍ଚ, ମିଳିବ ଏହିସବୁ ସୁବିଧା

ସାଓମୀ ଏବଂ ରିଅଲ ମି ପରେ ଏବେ ଓପୋ ନିଜର ପେମେଣ୍ଟ ଆପ୍‌ Kash ଭାରତରେ ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ଗ୍ରାହକ ସହଜରେ ମିଚ୍ୟୁଆଲ ଫଣ୍ଡ, ଇନ୍ସୁରାନ୍ସ ଏବଂ ଲୋନ୍‌ ଭଳି ବାଣିଜ୍ୟିକ କାରବାର କରିପାରିବେ। ଏହାସହିତ ୟୁଜର୍ସଙ୍କୁ ଏହି ଆପ୍‌ରେ ୟୁପିଆଇ ସୁବିଧା ମିଳିବ, ଯାହା ଜରିଆରେ ସେମାନେ…

Oppo ଖୁବ୍‌ଶୀଘ୍ର ଲଞ୍ଚ୍‌ କରିବ ବିନା ବଟନ୍‌ର ସ୍ମାର୍ଟଫୋନ୍‌, ଡିସ୍‌ପ୍ଲେ ଭିତରେ ରହିବ ସ୍ପୀକର!

ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Oppo’ ଖୁବ୍‌ଶୀଘ୍ର ଖାସ୍‌ ସ୍ମାର୍ଟଫୋନ୍‌ ବିଶ୍ୱସ୍ତରରେ ଲଞ୍ଚ୍‌ କରିବ, ଯେଉଁଥିରେ ୟୁଜରମାନଙ୍କୁ ଗୋଟିଏ ବି ଫିଜିକାଲ୍‌ ବଟନ୍‌ ମିଳିବନାହିଁ। ଏହା ପୂର୍ବରୁ ଚୀନ୍‌ର ଟେକ୍‌ କମ୍ପାନୀ ‘ମୀଜୁ’ ବିନା ବଟନର ଡିଭାଇସ୍‌କୁ ଶୋକେସ୍‌ କରିଥିଲା। ତେବେ…

ଓପୋ ଆଣିଛି ଫାଣ୍ଟାଷ୍ଟିକ ସେଲ ଅଫର, ଆଜି ହେଉଛି ଶେଷ ଦିନ

ଓପୋର ଫାଣ୍ଟାଷ୍ଟିକ ଡେ ସେଲ ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର୍‌ ସବୁ ମିଳୁଛି । ସେଲରେ oppo A3s,Oppo A5, oppo A7, Oppo F9Pro, oppo F11 Pro, Oppo R17 ଓ Oppo R17 Pro ଭଳି ସ୍ମାର୍ଟ ଫୋନ୍‌ ଅଫର୍ସ ମଧ୍ୟ ରହିଛି । ଏହାର ଫାଇଦା…

ଆସିଲା ଓପୋର ନୂଆ ଫୋନ୍, ୪୨୩୦ଏମଏଏଚ୍ ବ୍ୟାଟେରୀ ସହ ରହିଛି ଅନେକ ଖାସ ଫିଚର

ନୂଆଦିଲ୍ଲୀ : ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଓପୋ ଚାଇନାରେ ନିଜର ଏକ ନୂଆ ହ୍ୟାଣ୍ଡସେଟ Oppo A7n ଲଞ୍ଚ କରିଛି। Oppo A7nର ସମସ୍ତ ସ୍ପେସିଫିକେସନ୍ AX5s ଭଳି ରହିଛି। ଏହାର ମୂଲ୍ୟ ଚାଇନାରେ ୧,୪୯୯ୟୁଆନ ରହିଥିବା ବେଳେ ତାହା ଭାରତୀୟ ମୁଦ୍ରାରେ ୧୫,୫୦୦ଟଙ୍କା ରହିବ। ଏହାକୁ ଲେକ୍ ଲାଇଟ…

ଓପୋ ଘୋଷଣା କଲା ନୂଆ ସବବ୍ରାଣ୍ଡ Reno, ଏପ୍ରିଲ ୧୦ ତାରିଖରେ କରିପାରେ ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ

ନୂଆଦିଲ୍ଲୀ : ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ଓପୋ ଏବେ ରିୟଲମି ଭଳି ନିଜର ଏକ ସବବ୍ରାଣ୍ଡକୁ ଲଞ୍ଚ କରିବାକୁ ଯାଉଛି। କମ୍ପାନିର ଭାଇସ ପ୍ରେସିଡେଣ୍ଟ ଶେନ୍ ୟିରେନ୍ ଏହା ବିଷୟରେ ଘୋଷଣା କରି କହିଛନ୍ତି। ଏନେଇ ଜଣାପଡିଛି କି ଓପୋ ଏହାର ସର୍ବବ୍ରାଣ୍ଡ ‘ରେନୋ’ ଲଞ୍ଚ କରିବାକୁ ଯାଉଛି। ଏହାର…

ଓପୋ ଲଞ୍ଚ କରିବ ପୃଥିବୀର ପ୍ରଥମ ୧୦ଜିବି ରାମ୍ ବିଶିଷ୍ଟ ସ୍ମାର୍ଟଫୋନ

ଏବେ ଲୋକ ଖାଲି ସୁନ୍ଦର ଦେଖାଯାଉଥିବା ବା କଥା ହୋଇପାରୁଥିବା ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହୁଁନାହାନ୍ତି, ବରଂ ଭଲ ଫିଚର ମଧ୍ୟ ଖୋଜୁଛନ୍ତି। ଏହାକୁ ନଜରରେ ରଖି ସ୍ମାର୍ଟଫୋନ କମ୍ପାନୀ ମଧ୍ୟ ଅଧିକ ଜିବି ଥିବା ମୋବାଇଲ ଲଞ୍ଚ କରିବା ଚେଷ୍ଠାରେ ଲାଗିଛନ୍ତି। ତେବେ ଏବେ ସ୍ମାର୍ଟଫୋନ…