Browsing Tag

oppose rebuild work

ଯାଜପୁର:ଦୁର୍ବଳ ସ୍କୁଲ କାନ୍ଥ ଉପରେ ନୂଆ ଛାତ ପକାଇବାକୁ ବିରୋଧ, ତାତିଲେ ଅଞ୍ଚଳବାସୀ

ଯାଜପୁର ଟାଉନ: ଠିକାଦାରି ପାଇଁ କୋମଳମତି ଛାତ୍ର ଛାତ୍ରୀଙ୍କ ଜୀବନ ସହିତ ଖେଳ । ଭଙ୍ଗା ଓ ଦୁର୍ବଳ ସ୍କୁଲ କାନ୍ଥ ଉପରେ ଛାତ ପକାଇବା ନିଷ୍ପତିକୁ ବିରୋଧ କରି ଉତ୍ତେଜନା। ଯାଜପୁର ବିନ୍ଧାଣ ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ଆସିଥିବା ଅର୍ଥରେ ଏଭଳି ହେଉଥିବା ମରାମତିକୁ ବିରୋଧ କରିଛନ୍ତି…