ପାକିସ୍ତାନ : ମଡେଲଙ୍କ ବିସ୍କୁଟ ବିଜ୍ଞାପନକୁ ନେଇ ହଙ୍ଗାମା, ମନ୍ତ୍ରୀ କହିଲେ-ଅଶ୍ଳୀଳତାକୁ ବରଦାସ୍ତ କରାଯିବନାହିଁ
ପାକିସ୍ତାନ : ପାକିସ୍ତାନରେ ଧର୍ମ ନାମରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟେରେ ପ୍ରାୟ ସମସ୍ତେ ଜାଣନ୍ତି । ପାକିସ୍ତାନରେ ମହିଳାଙ୍କ ସ୍ୱାଧୀନତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଠାକାର ମୈାଳବାଦୀ ନେତାଙ୍କ ଅତ୍ୟାଚାରରେ ଅତିଷ୍ଠ ମହିଳା । ନିକଟରେ ଜଣେ ମହିଳା ଦେଇଥିବା…