ମୁମ୍ବାଇ ହାଇକୋର୍ଟରେ ସ୍କିନ୍ ଟୁ ସ୍କିନ୍ ନିଷ୍ପତ୍ତିକୁ ଭିନ୍ନ ଢ଼ଙ୍ଗରେ ବିରୋଧ, ଜଜ୍ଙ୍କୁ ପଠାଇଲେ ୧୫୦ କଣ୍ଡୋମ
ମୁମ୍ବାଇ : ବମ୍ବେ ହାଇକୋର୍ଟ ଜଜ୍ ଜଷ୍ଟିସ୍ ଗନେଡିବାଲାଙ୍କ ଦ୍ୱାରା ବିବାଦୀୟ ’ସ୍କିନ୍ ଟୁ ସ୍କିନ’ ରାୟ ପରେ ଏହାକୁ ଘୋର ବିରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ବିରୋଧ କରି ଗୁଜୁରାଟର ଜଣେ ରାଜନୈତିକ ବିଶ୍ଲେଷକ ଏହା ଅପରାଧୀଙ୍କ ମଧ୍ୟରେ ଭୂଲ୍ ସନ୍ଦେଶ ଦେବ ବୋଲି କହିଛନ୍ତି । ଜଣାଶୁଣା…