Browsing Tag

opposition leader

ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା

କେନ୍ୟୁଜ୍(ବ୍ୟୁରୋ): ଜୟନାରାୟଣ ମିଶ୍ର ହେଲେ ନୂଆ ବିରୋଧୀଦଳ ନେତା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣଙ୍କ ନାଁ ପ୍ରସ୍ତାବ ଦେଇଥିଲେ ବିଧାୟକ ମୋହନ ମାଝୀ । ମୋହନ ମାଝୀଙ୍କ ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିଲେ । ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ବିଜୟ ପାଲ…

ଦିଲ୍ଲୀରେ ମମତା ଡାକିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏଥରକ ବିରୋଧୀ ଦେବେ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଆଜି ମମତା ବାନାର୍ଜୀ ଡାକିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ, ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଜଣେ ପ୍ରାର୍ଥୀ ଛିଡ଼ା କରିବେ। ସର୍ବସମ୍ମତି କ୍ରମେ ଜଣଙ୍କୁ ଛିଡ଼ା କରିବାକୁ ବୈଠକରେ…

ବିଧାୟକଙ୍କ ହାତପାଣ୍ଠି ୨ ବର୍ଷ ପାଇଁ ବନ୍ଦ କରନ୍ତୁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ ଦେଲେ…

କେନ୍ୟୁଜ(ବ୍ୟୁରୋ): ବିଧାୟକଙ୍କ ହାତପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ। ରାଜ୍ୟର ସବୁ ବିଧାୟକଙ୍କର ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଏଥିସହିତ ସବୁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଏକ ବର୍ଷ…

ପାଟକୁରା ନିର୍ବାଚନ ପାଇଁ ବିଧାନସଭାରେ ଉଠିଲା ପ୍ରସଙ୍ଗ, ଜବାବ ରଖିଲେ ସରକାରୀ ଦଳ ମୁଖ୍ୟ ସଚେତକ

ବିଧାନସଭାରେ ଉଠିଲା ପାଟକୁରା ପ୍ରସଙ୍ଗ। ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଅଭିଯୋଗ କରିଛନ୍ତି, ବିଧାନସଭା ଅଧିବେଶନ ଚାଲିଛି ଏଥିପାଇଁ ଅଧାରୁ ଅଧିକ ମନ୍ତ୍ରୀଙ୍କର ଦେଖା ମିଳୁନି। ଅନୁପସ୍ଥିତ ରହୁଛନ୍ତି ଶାସକ ଦଳର ବହୁ ବିଧାୟକ। ଆଜି ବିଧାନସଭା ପ୍ରଶ୍ନକାଳରେ ଏମିତି ଚିତ୍ର ଦେଖିବାକୁ…