Browsing Tag

opsc

ଆସନ୍ତା ଡିସେମ୍ବର ୧୫ ତାରିଖରେ ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା

ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରିଛି ଓଡ଼ିଶା ଲୋକ ସେବା ଆୟୋଗ । ଆସନ୍ତା ଡିସେମ୍ବର ୧୫ ତାରିଖ ରବିବାରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି…

ଦାଦନରୁ ଓଏଏସ୍, ବିନା କୋଚିଂରେ ପାଇଲେ ସଫଳତା

ଭଦ୍ରକ : ଦାଦନରୁ ଓଏଏସ୍ । ବିନା କୋଚିଂରେ ପାଇଲେ ସଫଳତା । ପୁଣି ପ୍ରଥମ ଚେଷ୍ଟାରେ । ୨୦୦୩ରେ ମ୍ୟାଟ୍ରିକ ପାସ୍ ପରେ ଯୁକ୍ତ ୨ ପରେ ଆଉ ପଢ଼ିନଥିଲେ । କାରଣ ଅର୍ଥ ବାଧମ ସାଜିଲା ସେଥିପାଇଁ ଚାଲିଗଲେ ଦାଦନ ଖଟିବାକୁ । ତେଣୁ ହାଇଦ୍ରାବାଦ୍ ବେଙ୍ଗାଲୁରୁ ସୁରତ ଯାଇ ଦାଦନ ଖଟିଲେ । ଆଉ ୬ ବର୍ଷ…

ସ୍ଥଗିତ ହେଲା OCS ପ୍ରିଲିମିନାରୀ ପରୀକ୍ଷା

ସ୍ଥଗିତ OCS ପ୍ରିଲିମିନାରୀ ପରୀକ୍ଷା । ବାତ୍ୟା ‘ଦାନା’ ପାଇଁ OPSCର ପଦକ୍ଷେପ । OCS ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ରଖିଲା OPSC । ଆସନ୍ତା ୨୭ରେ ହେବାର ଥିଲା OCS ପ୍ରିଲିମିନାରୀ ପରୀକ୍ଷା । ପରବର୍ତ୍ତୀ ତାରିଖ ଆସନ୍ତା ୭ ଦିନ ମଧ୍ୟରେ ଘୋଷଣା ହେବ ।

OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ips ଅଫିସର ଅରୁଣ କୁମାର ଷଡ଼ଙ୍ଗୀ

ଭୁବନେଶ୍ୱର : OPSC ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ips ଅରୁଣ କୁମାର ଷଡ଼ଙ୍ଗୀ ।  ତେବେ ଗତ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ସେ ଦାୟିତ୍ବ ଭାର ଗ୍ରହଣ…

ଓଡିଶା ଯୁବପିଢି ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଓଡିଶା ଲୋକ ସେବା ଆୟୋଗରେ ଭର୍ତ୍ତି ପାଇଁ ୩୮୫ ପଦବୀ ଖାଲିପଡିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ OPSC ର ଅଫିସିଆଲ ସାଇଟ opsc.gov.in କୁ ଯାଇ…

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OPSC ଖାଲିପଡିଛି ଆସିଷ୍ଟାଣ୍ଟ କେମେଷ୍ଟି ପଦବୀ

ସରକାରୀ ଚାକିରି ଖୋଜୁଥିବା ଓଡିଶା ଯୁବପିଢି ପାଇଁ ଖୁସି ଖବର । ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । କେମେଷ୍ଟି ପାଇଁ ୨୨ଟି ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ opsc.gov.in କୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ…

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OPSC ରେ ଖାଲିପଡିଛି ୬୨୧ ଆସିଷ୍ଟାଣ୍ଟ ଇଂଜିନିୟର ପଦବୀ

ଓଡିଶାରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଂଜିନିୟର ଚାକିରି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ ମାଧ୍ୟମରେ ଏହାର ଅଫିସିଆଲ ୱେବସାଇଟ୍ www.opsc.gov.in. କୁ ଯାଇ ନାମ ରେଜିଷ୍ଟ୍ରେସନ କରିବା ସହ ଚାକିରି ପାଇଁ ଆବେଦନ କରିପାରିବେ…

ମେଡିକାଲ ଅଫିସର୍‌ ନିଯୁକ୍ତି ପାଇଁ OPSCର ବିଜ୍ଞପ୍ତି, ଆଶାୟୀ ଆଜିଠାରୁ ଆବେଦନ କରିପାରିବେ

କେନ୍ୟୁଜ୍(ବ୍ୟୁରୋ):  ପ୍ରକାଶ ପାଇଲା ଗ୍ରୁପ୍ A ମେଡିକାଲ ଅଫିସର୍‌ ନିଯୁକ୍ତି ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC)ର ବିଜ୍ଞପ୍ତି । ଆଶାୟୀ ପ୍ରାର୍ଥୀ ଆଜି ଠାରୁ OPSC ର ଅଫିସିଆଲ୍‌ ୱେବସାଇଟ୍‌ www.opsc.gov.in ଯାଇ ଅନଲାଇନ୍‌ରେ ଆବେଦନ କରିପାରିବେ ।  ଆବେଦନର ଶେଷ ତାରିଖ ହେଉଛି…

ନବରଙ୍ଗପୁର ପାଇଁ କାମ କରିବାର ସ୍ବପ୍ନ ପାଇଁ ନମ୍ରତା ଛାଡିଲେ ଉଚ୍ଚ ବେତନ ଚାକିରି, ଶେଷରେ OPSC ପରୀକ୍ଷାରେ…

ନିଜ ଇଚ୍ଛା ଓ ସ୍ୱପ୍ନ କୁ ବାସ୍ତବ ରୂପ ଦେବା ସମସ୍ତଙ୍କ ପାଇଁ ସହଜ କଥା ନୁହେଁ । ଏଥପାଇଁ କରିବାକୁ ପଡିଥାଏ ତ୍ୟାଗ , ଦେବାକୁ ପଡିଥାଏ ସମୟ । ଏହାବାଦ ଆପଣଙ୍କ ଭାଗ୍ୟ । ଯଦି ଏସବୁ ଜିନିଷ ମିଳେ ତେବେ ଜଣେ ସଫଳତା ପାଇବା ସହଜ ହୋଇଯାଏ । ଏଭଳି ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ଉଚ୍ଚ ବେତନ…

ହାଇକୋର୍ଟରେ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା: ରାଜ୍ୟ ସରକାର ଓ ଓପିଏସସିକୁ ଜବାବ ଦାଖଲ କରିବାକୁ ନୋଟିସ ଜାରି

କଟକ (କେନ୍ୟୁଜ): ହାଇକୋର୍ଟରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପ୍ରକାଶିତ ପବ୍ଲିକ ପ୍ରସ୍ୟୁକ୍ୟୁଟର ନିଯୁକ୍ତି ମାମଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ପ୍ରତିପକ୍ଷ ରାଜ୍ୟ ସରକାର ଓ ଓପିଏସସି ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ…

ଓଡିଶାରେ ଖାଲିପଡିଛି ୩୪୮୧ ମେଡିକାଲ ଅଫିସର ପଦବୀ, ଡିଗ୍ରୀ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଓଡିଶାରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡିଶା ଲୋକ ସେବା ଆୟୋଗ ପକ୍ଷରୁ ୩୪୮୧ ପଦ ଖାଲିପଡିଛି। ଯେଉଁଥିପାଇଁ ନୋଟିଫିକେସନ ଜାରି ହୋଇଛି। ଓଡିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସ ଅଧିନରେ ଗ୍ରୁପ ଏ ଜୁନିଅର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯେଉଁମାନଙ୍କ…

ଅସଫଳତା ସଫଳତାର ଚାବିକାଠି: ଏମିତି କହିଲେ ଓପିଏସ୍‌ସି ପରୀକ୍ଷାରେ ସପ୍ତମ ସ୍ଥାନରେ ଥିବା ଫୁଲବାଣୀର ଶୁଭଶ୍ରୀ ରଥ

ଫୁଲବାଣୀ(କେନ୍ୟୁଜ): ଓପିଏସ୍‌ସି ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀର ଶୁଭଶ୍ରୀ ରଥ । ସେ ଏବେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଅର୍ବାନ ଡାଟା ମ୍ୟାନେଜର ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଓୟୁଏଟିରେ ପାଠ ପଢ଼ା ସମାପ୍ତ କରିବା ପରେ ସେ ଏହି…