Browsing Tag

OPSSB

OSAP ଓ IRB ସିପାହୀ ପରୀକ୍ଷାରେ ପାସ ହୋଇଛନ୍ତି, ହେଲେ ମିଳୁନି ନିଯୁକ୍ତି

ଓଡ଼ିଶାରେ ଅନେକ ଯୁବପିଢ଼ି ଅଛନ୍ତି ଯାହାଙ୍କ ପାଖରେ କିଛି ଚାକିରି ନାହିଁ କି ରୋଜଗାର କରିବାର କୌଣସି ପନ୍ଥା ନାହିଁ । ଫଳରେ ସେମାନେ ବେକାରୀ ହୋଇ ରହିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଚାକିରି ପାଇଥିବା ପରେ ମଧ୍ୟ ବେକାରୀ ହୋଇ ଅଛନ୍ତି । ମିଳିଛି ନିଯୁକ୍ତି ପତ୍ର ହେଲେ ମିଳୁନି ନିଯୁକ୍ତି…