ଆଜିର ଜିରୋ ନାଇଟ ସେଲିବ୍ରେସନରେ କାଟନ୍ତୁ ନିଜ ହାତ ତିଆରି “ଅରେଞ୍ଜ କେକ”
କେକ ବିନା ନୂଆ ବର୍ଷ ପାଳନ ଯେମିତି ଫିକା ଫିକା ଲାଗିଥାଏ । ଏମିତିରେ ବି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କେକ ଖାଇବାକୁ ପସନ୍ଦ କରିଥାନ୍ତି । ସବୁବେଳେ କିଣା କେକ କିମ୍ବା ଏକା ପ୍ରକାର କେକ ଖାଇବାକୁ ତ ଭଲ ବି ଲାଗେନାହିଁ । ଚକୋଲେଟ, ଷ୍ଟ୍ରବେରି ଭଳି ଫ୍ଲେବର ବି ଅନେକ ପସନ୍ଦ କରି…