Browsing Tag

orangutan save life

ସାପ ଭର୍ତ୍ତି ନଦୀରେ ଫସିଥିବା ବ୍ୟକ୍ତିକୁ ସାହାଯ୍ୟର ହାତ ବଢ଼ାଇଲା ଓରାଙ୍ଗଓଟାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ମଣିଷ ଓ ପଶୁଙ୍କ ମଧ୍ୟରେ ବନ୍ଧୁତା ତ ଆମେ ଅନେକ ଥର ଦେଖିଛେ କିନ୍ତୁ ଏବେ ଏକ ଏମିତି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଏକ ପଶୁ ଏକ ମଣିଷକୁ ସାହାଯ୍ୟର ହାତ ବଢ଼ାଇଥିବା ଦେଖାଯାଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ମଶିଷ-ପଶୁଙ୍କ ଏହି ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଏକ ଓରାଙ୍ଗଓଟାନ୍‌ ସାପରେ…