ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନ ‘ବିନି’ର ମୃତ୍ୟୁ
ଭୁବନେଶ୍ବର(କେନ୍ୟୁଜ୍) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନ ‘ବିନି’ର ଗତକାଲି ରାତି ପାଖାପାଖି ୯ଟା ୪୦ ମିନିଠଟରେ ମୃତ୍ୟୁ ଘଟିଛି । ଦୁଇ ବର୍ଷ ହେବ ‘ବିନି’ର ଗଳାରେ ସଂକ୍ରମଣ ହୋଇଥିବା କାରଣରୁ ସେ ଚିକିତ୍ସା ହେଉଥିଲେ ମଧ୍ଯ ସୁସ୍ଥ ହେଉନଥିଲା ।…