ଫୁଲ ନା ପୋକ ! ଭିଡିଓ ଦେଖିଲା ପରେ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ
ଆପଣ ଅନେକ ପ୍ରକାର ପୋକ ଦେଇଥିବେ କିନ୍ତୁ କୌଣସି ଫୁଲ ପରି ପୋକ ଦେଖିନଥିବେ। ଆପଣ ଏହାକୁ ପ୍ରଥମ ଥର ଦେଖିଲେ ଚମକି ପଡିବେ ନିଶ୍ଚିତ। କିନ୍ତୁ ପ୍ରଥମେ ଭାବିବେ ଏହା ପୋକ ନା ଫୁଲ ? ଭାରତର ପଶ୍ଚିମ ଅଞ୍ଚଳରେ ଦେଖାଯାଉଥିବା ଏହି ପୋକଟିର ନାମ ଅରର୍କିଡ ମ୍ୟାନଟିସ୍ ।”
ଏହି ପୋକର ଭିଡିଓ…