Browsing Tag

ordnance factory

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ୨ ଗୁରୁତର; ମୁହଁ ଓ ଆଖିରେ ଲାଗିଛି ଗଭୀର ଆଘାତ

ବଲାଙ୍ଗୀର (କେନ୍ୟୁଜ): ବଡମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ । ୨ କର୍ମଚାରୀ ଗୁରୁତର । ୟୁନିଟ-୩ କେମିକାଲ ମିଶ୍ରଣ ବେଳେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୨ ଗୁରୁତର ହେଲେ ସରୋଜ ପଣ୍ଡା, ଗୌତମ ମହାନନ୍ଦ । ଦୁଇଜଣ ଯାକ ବରିଷ୍ଠ ଟେକ୍ନିସିଆନ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ…