ଓରେରା ଅଧ୍ୟକ୍ଷ ପଦ ଛାଡିବେ ସିଦ୍ଧାନ୍ତ ଦାସ, ପଦ ଛାଡିବା ପୂର୍ବରୁ ଦେଇଛନ୍ତି ୩ମାସର ନୋଟିସ୍
ଓରେରା ଅଧ୍ୟକ୍ଷ ପଦ ଛାଡିବେ ସିଦ୍ଧାନ୍ତ ଦାସ । ପଦ ଛାଡିବା ପୂର୍ବରୁ ୩ମାସର ନୋଟିସ୍ ଦେଇଛନ୍ତି । ରେରା ଆଇନ ୨୦୧୬ ଅନୁସାରେ ନୋଟିସ୍ ଦେଇଛନ୍ତି ସିଦ୍ଧାନ୍ତ ଦାସ । ୨୦୨୦ ଜୁଲାଇ ମାସରେ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୫ବର୍ଷ ପାଇଁ ତାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା । ୨୦୨୫ ଜୁଲାଇ ଯାଏ…