Odisha News
.
Browsing Tag

organ donate

ନିଜେ ଚାଲିଗଲେ ଅଫେରା ରାଇଜକୁ, ବଞ୍ଚାଇ ଦେଲେ ୬ ଜୀବନ

ଭଞ୍ଜନଗର(କେନ୍ୟୁଜ୍):   ଦଇବ ଯେ କେତେବେଳେ କାହାକୁ ନେଇ କେଉଁ ମୋଡରେ ଠିଆ କରିଦେବ ତାହା କେହି ବି କହିପାରିବେ ନାହିଁ । ଯେଉଁଠି ସୃଷ୍ଟି ନିୟନ୍ତା ଦଇବ ହାତରେ ବନ୍ଧା ସେଠି ଛାର ମଣିଷ ଏଥିରୁ କିପର ବର୍ତ୍ତିବ ? ସେଥିପାଇଁ ତ ଓଡିଆରେ ଗୋଟିଏ କଥା ଅଛି ‘ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ…