Browsing Tag

organic fertilizer

ଗାଈ ଗୋବର ଓ ମୂତ୍ର ସଂଗ୍ରହ କରୁଛନ୍ତି ଏହି ଗାଁର ମହିଳା ଗୋଷ୍ଠୀ, ହେଉଛି ଭଲ ରୋଜଗାର

ବେଗୁନିଆ: ରାସାୟନିକ ପଦ୍ଧତିରେ ଜମି ଫସଲରେ ରୋଗପୋକ ନିୟନ୍ତ୍ରଣ ହେତୁ ନଷ୍ଟ ହେଉଛି ପରିବେଶ ପୁଣି କ୍ଷତି ହେଉଛି ମୃତ୍ତିକା ବିଷାକ୍ତ ହେଉଛି ଫସଲ ଆଉ ଏହାର ପ୍ରଭାବ ପଡୁଛି ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ । ତେବେ ଏହାର ବିକଳ୍ପ ସ୍ୱରୂପ ଏବେ ବଜାରକୁ ଆସିଲାଣି ଜୈବୀକ ସାର ଆଉ ଔଷଧ । ଧୀରେ ଧୀରେ…

BMC ସହଯୋଗରେ ଭୁବନେଶ୍ୱରରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ, ଅନ୍‌ଲାଇନରେ ବି ହେବ ଉପଲବ୍ଧ

ଭୁବନେଶ୍ୱର: ଭୁବନେଶ୍ୱରରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉଦ୍‌ଘାଟନ। BMC ସହଯୋଗରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଏମ୍‌ସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ ହେଉଛି ‘ମୋ ଖତ’। ଅନ୍‌ଲାଇନରେ ବି ଉପଲବ୍ଧ ହେବ ‘ମୋ ଖତ’।…