ଅଙ୍ଗଦାନ କରି ସବୁଦିନ ପାଇଁ ଅମର ହୋଇଗଲା ୨୧ ମାସର ପ୍ରତ୍ୟୁଷ, ବଞ୍ଚାଇ ଦେଇଗଲା ୩ଟି ଜୀବନ
ସୋର(କେନ୍ୟୁଜ): ଶୋକାକୁଳ ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ପରିବାର ଠାରୁ ଆରମ୍ଭ କରି ଗାଁ ଲୋକ ସମସ୍ତଙ୍କର ଭିଡ ଜିମିଛି । ଦିନେ ଏ ଗାଁ ଦାଣ୍ଡ ଯାହା ପାଇଁ ହସି ଉଠୁଥିଲା, ଆଜି ସେହି ଗାଁ ଦାଣ୍ଡରେ ତାକୁ ଦିଆଯାଇଛି ଶେଷ ବିଦାୟ । ବୟସ ମାତ୍ର ୨୧ ମାସ । ସାନ ପିଲାଟିଏ ସିନା ହେଲେ…