ପିଲାଙ୍କୁ ପସନ୍ଦ ଆସିବ ଓରିଏଣ୍ଟାଲ ମ୍ୟାଗି, ନିଶ୍ଚିତ କରି ଖୁଆନ୍ତୁ
ସବୁବେଳେ ପିଲାମାନଙ୍କୁ ଯଦି ଅଧିକ ଭୋକ ଲାଗିଥାଏ, ତେବେ ପ୍ରଥମେ ମ୍ୟାଗି ପ୍ରସ୍ତୁତ କରି ଖାଇବାକୁ ପସନ୍ଦ କରିଥାନ୍ତି। ଏହା ବି ବହୁତ ଜଲଦି ମଧ୍ୟ ପ୍ରସ୍ତୁତ ହୋଇଯାଏ ଯଦି ଆପଣ ବାରମ୍ବାର ମ୍ୟାଗି ଖାଇ ଚିଡିଗଲେଣି ତେବେ ଏହାକୁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ କରିବା ପାଇଁ ଆପଣ…