ବଢ଼ୁଛି ନକଲି ୨୦୦୦ ନୋଟ୍ର କାରବାର, ଜାଣନ୍ତୁ କେମିତି ଚିହ୍ନିବେ ଆପଣଙ୍କ ପାଖେ ଥିବା ଟଙ୍କା ଅସଲ କି ନକଲି
୨୦୧୬ ମସିହା ନଭେମ୍ବର ୬ ତାରିଖରେ ସାରା ଦେଶରେ ନୋଟ୍ ବନ୍ଦୀ ହେବା ପରେ ନୂଆ ୫୦୦ ଓ ୨୦୦୦ ଟଙ୍କାର ପ୍ରଚଳନ ଆରମ୍ଭ ହୋଇଛି। ଏଥିସହ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରିଦେଇଛନ୍ତି ସରକାର। କଳାଧନର ନେଣଦେଣ ତଥା ଆତଙ୍କବାଦୀମାନେ ଚଳାଇଥିବା ଟଙ୍କା ଚାଲାଣକୁ ରୋକିବା ପାଇଁ ମୋଦି…