ବାଇକରେ ଆସିଲେ ଅଚେତ ହେବାର ବାହାନା କରି ଝାମ୍ପି ନେଲେ ୧୦ କେଜିର ରୁପା ଭର୍ତ୍ତି ବ୍ୟାଗ୍
ବାଲିଗୁଡା(କେନ୍ୟୁଜ): ରୁପା ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ । ବାଲିଗୁଡା ସହରର ପାଟଖଣ୍ଡା ସାହିରୁ ଆସିଛି ଏଭଳି ଏକ ଲୁଟ୍ ଅଭିଯୋଗ । ଦୁଇଟି ବାଇକରେ ୪ଜଣ ଦୁର୍ବୁତ୍ତ ଆସି ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ଥିବା ଏକ ବ୍ୟାଗ୍ ଝାମ୍ପି ନେଇଥିବା ନେଇ…