Browsing Tag

orphan child

ବାପା ମାଆ ଛେଉଣ୍ଡ ଅନାଥ ୫ ଶିଶୁଙ୍କ ପାଇଁ ସାହାରା ହେଲେ ଶିଶୁ ମଙ୍ଗଳ ସମିତି

ଉଦଳା : ବାପା ଓ ମାଆ ଚାଲିଗଲା ପରେ ଅନାଥ ହୋଇଯାଇଥିଲେ ୫ ଶିଶୁ । ଗଣ୍ଡାଏ ଖାଇବା ଓ ବଞ୍ଚିବା ପାଇଁ କରୁଥିଲେ ସଂଗ୍ରାମ । ୧୦ ବର୍ଷର ଝିଅ ଜେମା ସିଂ ପର ଘରେ କାମ କରି ତାର ଭାଇ ଓ ଭଉଣୀ ମାନଙ୍କ ପାଇଁ ସାହାରା ପାଇଟିଥିଲା । କାହିଁକି ନା ବାପା ଓ ମାଆ ଚାଲି ଗଲା ପରେ ସରକାରଙ୍କ ଖାଦ୍ୟ…

୫ ଅନାଥ ଶିଶୁଙ୍କ ଦୁଃଖ କହିଲେ ନସରେ, ଓଳିଏ ଖାଇଲେ ଓଳିଏ ରହୁଛନ୍ତି ଉପବାସ

ଉଦଳା: ବାପା ଓ ମାଆ ଚାଲିଗଲା ପରେ ୫ ଶିଶୁ ଏବେ ଅନାଥ । ଗଣ୍ଡାଏ ଖାଇବା ଓ ବଞ୍ଚିବା ପାଇଁ କରୁଛନ୍ତି ସଂଗ୍ରାମ । ୫ ଶିଶୁଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ବାପା ଓ ମାଆ ଆରପାରିକୁ ଚାଲିଗଲା ପରେ ୧୦ବର୍ଷର ଝିଅ ଜେମା ସିଂ ପର ଘରେ କାମ କରି ତାର ଭାଇ ଓ ଭଉଣୀ ମାନଙ୍କ ପାଇଁ ସାହାରା…

ବାପା ମାଆଙ୍କ ମୃତ୍ୟୁ ପରେ ଏବେ କେମିତି ବଞ୍ଚିବେ ଏଇ କଅଁଳ ଛୁଆ? ସରକାରୀ ସହାୟତାକୁ ଅପେକ୍ଷା

ସୋର: କଅଁଳ ବୟସରେ ମୁଣ୍ଡରେ ପାହାଡ ଭଳି ବୋଝ । ଦୁନିଆ କଣ ବୁଝିବା ପୂର୍ବରୁ ଏମାନେ କରୁଛନ୍ତି ଜୀବନ ସହ ସଂଘର୍ଷ । ବିଧାତା ଏମିତି ଜାଗାରେ ଛିଡା କରିଦେଇଛି ଯେଉଁଠି ବଞ୍ଚିବା ବହୁତ କଷ୍ଟ । ହସିବା ଖେଳିବା ବୟସରେ ଏ ପିଲାମାନେ ହୋଇପଡିଛନ୍ତି ବାପା ମାଆ ଛେଉଣ୍ଡ । ପିଲାମାନଙ୍କୁ ମୁଠାଏ ଦାନା…

ଥାନା ଓ ବ୍ୟାଙ୍କରେ କାମ କେମିତି ହୁଏ ବୁଲି ଦେଖିଲେ ୬୦ ଅନାଥ ଶିଶୁ, କାର୍ଯ୍ୟଶୈଳୀ ଉପରେ କରିଥିଲେ ଜ୍ଞାନ ଆହରଣ

ଢେଙ୍କାନାଳ (କେନ୍ୟୁଜ୍): ଥାନା ଓ ବ୍ୟାଙ୍କ ବୁଲି ଦେଖିଲେ ଛାତ୍ରଛାତ୍ରୀ। ଢେଙ୍କାନାଳ ଜିଲ୍ଲା ସଦର  ବ୍ଲକ ଗୋବିନ୍ଦପୁରର ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁ ଗୃହର ୬୦ଜଣ ଅନାଥ ଶିଶୁ ଅନ୍ତେବାସୀ ଥାନା ଓ ବ୍ୟାଙ୍କ ବୁଲି ଦେଖିଛନ୍ତି। ଢେଙ୍କାନାଳ ମୁଖ୍ୟ ଡାକଘର, ଭାରତୀୟ ଷ୍ଟେଟ ବ୍ୟାଙ୍କ…

ବ୍ଯାସନଗର ଅନାଥଶ୍ରମରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ମିଳିଲା ସାହାରା, ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଲେ…

ଯାଜପୁର ଟାଉନ (କେନ୍ୟୁଜ୍): ଓଡ଼ିଆ ଅନାଥ ଦୁଇ ଭଉଣୀଙ୍କୁ କୋଳେଇ ନେଲେ ବିଦେଶୀ ଦମ୍ପତି। ଯାଜପୁର ବ୍ଯାସନଗରର ଏକ ଅନାଥଶ୍ରମରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ସରକାରଙ୍କ ନିୟମ ମୁତାବକ ସ୍ବତନ୍ତ୍ର ପୋଷ୍ଯ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ପ୍ରାନ୍ସ ରେ ରହୁଥିବା ଡାକ୍ତର ଏରିକ କରିମ…

ତିନି ଅନାଥ ଶିଶୁଙ୍କ ମୁହଁକୁ ଫେରିଲା ହସ, ସାହାଯ୍ୟର ହାତ ବଢାଇଲା କିସ୍ ଅନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: କଣ ଏମିତି ବି ଦୁଃଖ ଦିଅନ୍ତି ଭଗବାନ? ଜନ୍ମ କି ମୃତ୍ଯୁ ବିଷୟରେ କିଛି ଜାଣି ନଥିବା ପିଲା ଆଜି ହୋଇଯାଇଛନ୍ତି ଅନାଥ। ଖେଳ କୁଦ ବୟସରେ, ଆଜି ଏମାନଙ୍କ ମୁଣ୍ଡ ଉପରେ ନାହିଁ ବାପା ମାଙ୍କ ହାତ। ହେଲେ ଭଗବାନ ସିନା ଏମାନଙ୍କୁ ଅନାଥ କରିଦେଲେ କିନ୍ତୁ ଏମାନଙ୍କ ପାଖରେ ସାହା ଭରସା…

ଦେହରେ ରୋଗ ଘରେ ଦାରିଦ୍ର୍ୟ, ୫୦୦ ଟଙ୍କା ଆଉ ଦଶ କେଜି ଚାଉଳରେ ଚଳୁଛନ୍ତି ଏହି ଭାଇ ଭଉଣୀ

ଭଞ୍ଜନଗର (କେନ୍ୟୁଜ) : ଆଜିର ମହଙ୍ଗା ଦୁନିଆରେ ଦୁଇ ପ୍ରାଣୀ ମାତ୍ର ୫୦୦ ଟଙ୍କା ଆଉ ୧୦ କେଜି ଚାଉଳରେ ଚଳି ପାରିବେ କି? ତାହେଲେ ଏହି ଭାଇ ଭଉଣୀ ଦୁହେଁ କେମିତି ଚଳୁଥିବେ ଭାବନ୍ତୁ । ଅସହାୟ ସେମାନେ । ତା ସହିତ ଦଇବ ବି ସେମାନଙ୍କୁ ଯେମିତି କଷ୍ଟ ଦେବାକୁ ଜନ୍ମ ଦେଇଛି । ଏମାନଙ୍କ ଜୀବନ ଏଯାଏ…

ପରିସ୍ଥିତି ଶିଖାଇଲା ଜୀବନ ଜିଇଁବାର କଳା, ଦିନେ ଖାଇବାକୁ ପାଉନଥିବା ମଣିକନ୍ଦନ ଏବେ ପୋଲିସ ଅଫିସର

ଜୀବନ କେବେ ପତର ତଳେ ତ ଆଉ କେବେ ପଥର ତଳେ। ସମୟର ସ୍ରୋତ କେବେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ ତାହା ସମସ୍ତଙ୍କୁ ଅଜଣା। କିଏ ସୂର୍ଯ୍ୟଙ୍କ ପରି ଚମକେ ତ ଆଉ କିଏ ଭାଗ୍ୟ କାରଣରୁ ଅସ୍ତ ହୋଇଯାଏ। ହେଲେ ଜିତେ ସିଏ ଯାହା ପାଖରେ ପରିସ୍ଥିତିକୁ ଲଢ଼ିବା ପାଇଁ ଶକ୍ତି ଥାଏ। ଏମିତି ଏକ ଉଦାହରଣ…

କଅଁଳ ମନରେ ବଞ୍ଚିବାକୁ ରାହା ଖୋଜୁଛନ୍ତି ଦୁଇ ଅନାଥ ଝିଅ ସାମୁଦ୍ରିକା ଓ ପ୍ରିୟଦର୍ଶିନୀ, ଯାହାଙ୍କ ବିଷୟରେ ଜାଣିଲେ…

କ୍ୟାନ୍ସରରେ ବାପା ଆଉ ଦୁଇ ବର୍ଷ ପରେ ରାସ୍ତା ଦୁର୍ଘଟଣାରେ ଚାଲିଗଲେ ମା । ଆଗ ପଛ ହୋଇ ଆରପାରିକୁ ଚାଲିଗଲେ। ପଛରେ ଛାଡ଼ି ଦେଇଗଲେ ଦୁଇ ଦୁଇଟି ଝିଅ । ଜୀବନ ଆରମ୍ଭ ପୂର୍ବରୁ ବାଟବଣା ହୋଇପଡିଛନ୍ତି ଦୁଇ ସନ୍ତାନ । ଏବେ ସେମାନଙ୍କ ସହ ଯୋଡ଼ି ହୋଇଯାଇଛି ଅନାଥ ଶବ୍ଦଟିଏ । କେମିତି ବଞ୍ଚିବେ, କଣ…

ଡକା ଡକି ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା, ଏବେ ପାଠ ତ ଦୂରର କଥା ଅନାହାରରେ ବିତୁଛି ତିନି ଅନାଥ ଶିଶୁଙ୍କ ଜୀବନ

ଗଞ୍ଜାମ(କେନ୍ୟୁଜ୍):  ମାଆ ମରିଗଲେ ମାସକ ପରେ ବାପା ମରିଗଲେ । ଆମେ କିପରି ଚଳିବୁ ? ଏମିତି କୋହ ଭରା କଣ୍ଠରେ ନିଜର ଦୁଃଖକୁ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଭୋଗିବନ୍ଧ ଗାଁର ଦେବକୀ ନାୟକ । କାଜୁ ଜଙ୍ଗଲର ପରିବେଶ ମଧ୍ୟରେ ଚାଳ ଛପର ଘର ରହୁଛନ୍ତି…

ପ୍ରଶଂସନୀୟ କାମ କରିଛି ଏୟାରଲାଇନ, ୧୩୦ ଅନାଥ ପିଲାଙ୍କୁ ବିମାନ ଉଡାଣ ଟ୍ରେନିଂ ଦେଇ ବନାଉଛି ପାଇଲଟ୍‌

ଚୀନର ଜେଓ୍ଵାଇବି ଲିଲୀ ଏୟାରଲାଇନ୍‌ ଅନାଥ ପିଲାଙ୍କୁ ବିମାନ ଉଡାଇବାର ସ୍ପେଶାଲ ଟ୍ରେନିଂ ଦେଉଛି। ଯାହାଦ୍ୱାରା ଭବିଷ୍ୟତରେ ନିଜ ଗୋଡ ଉପରେ ନିଜେ ଠିଆ ହୋଇପାରିବେ ଏବଂ ପାଇଲଟ ହୋଇପାରିବେ। ଚାଇନା ଏୟାରଲାଇନ୍‌ ଏହି ଟ୍ରେନିଂ ସମରକ୍ୟାମ୍ପ ଦ୍ୱାରା ଆରମ୍ଭ କରିଛି। ଏହି କ୍ୟାମ୍ପ ପାଇଁ…