Browsing Tag

orphan childrens

ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ମାଆ, ଅନାଥ ହୋଇଗଲେ ଦୁଇ ଶିଶୁ

ଯାଜପୁର ରୋଡ଼ : ବାପା ମା ଛେଉଣ୍ଡ ୨ ଶିଶୁଙ୍କୁ ଉଦ୍ଧାର କରିଛି ଯାଜପୁର ଚାଇଲ୍ଡ ଲାଇନ୍। କଳିଙ୍ଗନଗର ଥାନା ଭିତରମାଣିକା ଗ୍ରାମରେ ବାପା ମାଙ୍କ ମୃତ୍ୟୁ ପରେ ୧୧ ବର୍ଷୀୟା ଝିଅ ଓ ୧୦ ବର୍ଷର ପୁଅ ଜଣେ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ। ହେଲେ ସଂପର୍କୀୟ ଜଣଙ୍କ ଏହି ପିଲାମାନଙ୍କ ଲାଳନପାଳନ…

ବାପା ପରେ କରୋନାରେ ଚାଲିଗଲେ ମା, ଅନାଥ ହୋଇଗଲେ ଯାଆଁଳା ଭାଇ ଓ ଭଉଣୀ

ଝାରସୁଗୁଡା : କରୋନା କାରଣରୁ ବହୁତ ପିଲା ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । କାହାର ମା’ କରୋନାରେ ପ୍ରାଣ ହରାଇଛନ୍ତି ତ ଆଉ କାହାର ବାପାଙ୍କ ଦେହାନ୍ତ ହୋଇଯାଇଛି । ଯେଉଁଥି ପାଇଁ ବହୁ ପିଲା ଖାଦ୍ୟପେୟ ଠାରୁ ଆରମ୍ଭ କରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଅନେକ ପିଲା ବେସାହରା…

କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ବିଜେପି ଆଣିବ ସ୍ୱତନ୍ତ୍ର ଯୋଜନା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ବିଜେପି ସରକାର ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ମେ ୩୦ରେ କେନ୍ଦ୍ରର ରାଜ୍ୟ ସରକାରଙ୍କ ୭ ବର୍ଷ ପୂରଣ ହେବା ଅବସରରେ ଏହି ଘୋଷଣା କରିଛନ୍ତି। ଏନେଇ ଜେପି ନଡ୍ଡା…

ଡକା ଡକି ହୋଇ ଆରପାରିକୁ ଚାଲିଗଲେ ବାପା ଓ ମା, ଏବେ ପାଠ ତ ଦୂରର କଥା ଅନାହାରରେ ବିତୁଛି ତିନି ଅନାଥ ଶିଶୁଙ୍କ ଜୀବନ

ଗଞ୍ଜାମ(କେନ୍ୟୁଜ୍):  ମାଆ ମରିଗଲେ ମାସକ ପରେ ବାପା ମରିଗଲେ । ଆମେ କିପରି ଚଳିବୁ ? ଏମିତି କୋହ ଭରା କଣ୍ଠରେ ନିଜର ଦୁଃଖକୁ ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଭୋଗିବନ୍ଧ ଗାଁର ଦେବକୀ ନାୟକ । କାଜୁ ଜଙ୍ଗଲର ପରିବେଶ ମଧ୍ୟରେ ଚାଳ ଛପର ଘର ରହୁଛନ୍ତି…

କୁନି କାନ୍ଧରେ ପରିବାର ବୋଝ, ତିନି ପ୍ରାଣୀ ପେଟ ପୋଷିବା ପାଇଁ ଚାହା ଦୋକାନ ଦେଇ ରୋଜଗାର କରୁଛି ବାପ ଛେଉଣ୍ଡ ଝିଅ

ଗଞ୍ଜାମ(କେ ନ୍ୟୁଜ): ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ସୁରୁଖୁରୁରେ ଚାଲିଥିଲା ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର କାଳିଆ ମହାକୁଡ଼ଙ୍କ ସଂସାର ।ସୁରଟରେ ମୂଲ ଲାଗି ପରିବାରର ଗୁଜୁରାଣ ମେଣ୍ଟାଈ ଆସୁଥିଲେ କାଳିଆ । କିନ୍ତୁ ଦଇବ ବୋଧେ ଏହା ସହିଲା ନାହିଁ,…