ଏଇ ବୋଧେ ଜୀବନ: ବାପା ମା’ ଛେଉଣ୍ଡ ତିନି ଭଉଣୀଙ୍କ କାହାଣୀ କନ୍ଦାଇଦବ
କେନ୍ଦୁଝର: ଦିନ ଥିଲା ହସ ଖୁସିରେ ଚଳୁଥିଲା ସଂସାର । ବାପା,ମା’ ଓ ତିନି ଝିଅକୁ ନେଇ ବେଶ୍ ଖୁସିରେ ଥିଲା ପରିବାର । ଗୋଟେ ଝିଅଙ୍କୁ ବାହା କରାଇଥିଲେ । କିନ୍ତୁ ହଠାତ୍ ଏହି ପରିବାର ଉପରେ ଯେମିତି କାହା ନଜର ଲାଗିଗଲା । ଏବେ କେମିତି ବଞ୍ଚିବେ କିଛି ବୁଝିପାରୁନାହାଁନ୍ତି ଏହି ୩ ଭଉଣୀ । କଣ…