Browsing Tag

orphans child help

ଚୂନା ହୋଇଗଲା ସୁନା ସଂସାର: ଅନାଥ ତିନି ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଜେଜେ ମାଆ

ଲମତାପୁଟ : ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ଓ ମାଆ । ଦେଖୁ ଦେଖୁ ଆଖି ସାମ୍ନାରେ ଚୂନା ହୋଇଗଲା ସୁନା ସଂସାର । ଅନାଥ ହୋଇଗଲେ ତିନି ତିନି ଜଣ ନିରୀହ ଛୁଆ । ଏବେ କେମିତି ଗଢିବେ ତିନି ଛୁଆଙ୍କ ଭବିଷ୍ୟତ ସେଇ ଚିନ୍ତାରେ ଜେଜେମାଆ ଜେଜେ ବାପା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି…

ଜନ୍ମଦେଇ ଜଞ୍ଜାଳକୁ ଠେଲି ଦେଲେ ବାପା- ମା: ପାଠ ପଢିବା ବୟସରେ ସାନ ଭାଇ ଭଉଣୀଙ୍କ ପେଟର ଭୋକ ବୁଝୁଛି ବଡ଼ ଭଉଣୀ

ବାସୁଦେବପୁର (କେନ୍ୟୁଜ): ଦୁନିଆ କଣ ବୁଝିବା ପୁର୍ବରୁ ବାପା ଘର ଓ ପିଲାଛୁଆଙ୍କୁ ଛାଡି କୁଆଡେ ଚାଲିଯାଇଥିବା ବେଳେ ଏବେ ମାଆ ଚାଲିଗଲେ ଆରପାରିକୁ । ସାହା ଭରସା ବୋଲି କେହି ନାହିଁ। ଯେଉଁ ବୟସରେ ବାପା ମାଆଙ୍କ ଅଭୟ ଛାତ ତଳେ ପିଲା ମାନେ ଭବିଷ୍ଯତ ପାଇଁ ରାହା ଖୋଜିଥାନ୍ତି ସେଇ ବୟସରେ ତିନି…