‘Country Of Blind’ ଓସ୍କାର ପାଇଁ ମନୋନୀତ, ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଖୁସି ବ୍ୟକ୍ତ କଲେ ହିନା ଖାନ
ଟିଭି ଦୁନିଆରେ ଲୋକପ୍ରିୟ ହେବା ପରେ ଏବେ ଅଭିନେତ୍ରୀ ହିନା ଖାନ ବିଦେଶରେ ମଧ୍ୟ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ହିନା ଖାନଙ୍କ ଫିଲ୍ମ ‘ଦି କଣ୍ଟ୍ରି ଅଫ୍ ବ୍ଲାଇଣ୍ଡ୍’ ଓସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଫିଲ୍ମ ଏଚ୍ଜି ୱେଲ୍ସଙ୍କ ଉପନ୍ୟାସ କାହାଣୀ ଉପରେ ଆଧାରିତ। ଫିଲ୍ମକୁ…