ବିନା ପୋଷାକରେ ଓସ୍କାର ଆଓ୍ଵାର୍ଡ ମଞ୍ଚରେ ପହଞ୍ଚିଲେ ଜନ୍ ସିନା, ଦର୍ଶକେ ଆଶ୍ଚର୍ଯ୍ୟ
ଓସ୍କାର ଆୱାର୍ଡ ୨୦୨୪ ଘୋଷଣା ହୋଇଛି । ଏଥିରେ ବାଜି ମାରିଲା ଫିଲ୍ମ ଓପେନହାଇମର । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଖ୍ରୀଷ୍ଟୋଫର ନୋଲାନ୍ । ତେବେ ଏହି ଆଓ୍ଵାର୍ଡରେ ଏକ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖି ଦର୍ଶକ ହସକୁ ରୋକିପାରିନଥିଲେ ।…