Browsing Tag

Oscar Awards

ବିନା ପୋଷାକରେ ଓସ୍କାର ଆଓ୍ଵାର୍ଡ ମଞ୍ଚରେ ପହଞ୍ଚିଲେ ଜନ୍‌ ସିନା, ଦର୍ଶକେ ଆଶ୍ଚର୍ଯ୍ୟ

ଓସ୍କାର ଆୱାର୍ଡ ୨୦୨୪ ଘୋଷଣା ହୋଇଛି । ଏଥିରେ ବାଜି ମାରିଲା ଫିଲ୍ମ ଓପେନହାଇମର । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ଖ୍ରୀଷ୍ଟୋଫର ନୋଲାନ୍ । ତେବେ ଏହି ଆଓ୍ଵାର୍ଡରେ ଏକ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖି ଦର୍ଶକ ହସକୁ ରୋକିପାରିନଥିଲେ ।…

ଓସ୍କାର ୨୦୨୪ : ବାଜି ମାରିଲା ଫିଲ୍ମ ଓପେନହାଇମର

ଲସ ଏଞ୍ଜେଲ୍ସ ସ୍ଥିତ ଡଲବୀ ଥିଏଟରରେ ୯୬ତମ ଓସ୍କାର ଆଓ୍ଵାର୍ଡ ଘୋଷଣା ହୋଇଛି । ଏଥିରେ ବାଜି ମାରିଲା ଫିଲ୍ମ ଓପେନହାଇମର । ଏହି ଫିଲ୍ମ ୧୩ଟି ନୋମିନେସନ ପାଇଁ ଚୟନ ହୋଇଥିବା ବେଳେ ଶ୍ରେଷ୍ଠ ଫିଲ୍ମ ସହ ୭ଟି ବର୍ଗରେ ଆୱାର୍ଡ ଜିତିଛି । ଓପେନହାଇମର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର…

ଓସ୍କାର ପାଇଁ ଏଣ୍ଟ୍ରି କଲା ଭାରତୀୟ ଫିଲ୍ମ: 2018: Everyone is a Hero ପାଇବ ଆଓ୍ୱାର୍ଡ

କେନ୍ୟୁଜ୍(ବ୍ୟୁରୋ): ଓସ୍କାର ପାଇଁ ଏଣ୍ଟ୍ରି କଲା ଭାରତୀୟ ଫିଲ୍ମ । ରେସରେ ସାମିଲ ହେଲା ମାଲାୟଲମ୍ ଫିଲ୍ମ 2018: Everyone is a Hero । ପ୍ରଥମ ଭାରତୀୟ ଫିଲ୍ମ ଭାବରେ ଓସ୍କାର ୨୦୨୪ରେ ଏଣ୍ଟ୍ରି କରିଛି । ଏହି ଘୋଷଣା କରିଛି ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ । ୨୦୧୮ରେ କେରଳରେ ହୋଇଥିବା…

ଓସ୍କାରରେ ପ୍ରବେଶ କଲା ମାଲାୟାଲମ୍‌ ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ୍‌ ଏ ହିରୋ’

ଓସ୍କାର ଆଓ୍ଵାର୍ଡ ୨୦୨୪ରେ ବାଜି ମାରିଛି ମାଲାୟାଲମ୍ ଫିଲ୍ମ । ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ଆଓ୍ଵାର୍ଡ ୨୦୨୪ ପାଇଁ ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହା ଘୋଷଣା କରିଛି । ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ୍‌ ଏ ହିରୋ’ ୨୦୧୮ରେ କେରଳରେ ଆସିଥିବା…

ଭାରତ ଗସ୍ତରେ ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌, ଓସ୍କାରରେ ‘ଚାପୁଡ଼ା କାଣ୍ଡ’ ପରେ ମୁମ୍ବାଇରେ ଆସିଲେ ନଜର

ଭାରତ ଗସ୍ତରେ ହଲିଉଡ୍‌ ଅଭିନେତା ଓ୍ଵିଲ୍‌ ସ୍ମିଥ୍‌। ଓସ୍କାର ଆଓ୍ଵାର୍ଡ ଶୋ’ରେ କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ଥିବା ହଲିଉଡ୍‌ ଷ୍ଟାର ଓ୍ଵିଲ୍‌ ସ୍ମିଥ୍‌ ପୁଣିଥରେ ଭାରତ ଆସିଛନ୍ତି। ୨୦୧୯ ମସିହାରେ ସେ ନିଜ ରିଆଲିଟି ଶୋ’ ଓ୍ଵିଲ୍‌ ସ୍ମିଥ୍‌ ବକେଟ୍‌ ଲିଷ୍ଟର…

ମହଙ୍ଗା ପଡିଲା ହୋଷ୍ଟଙ୍କୁ ଚାପୁଡା ମାରିବା: ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି କାର୍ଯ୍ୟକ୍ରମରେ ସାମିଲ…

ମହଙ୍ଗା ପଡିଲା ହୋଷ୍ଟଙ୍କୁ ଚାପୁଡା ମାରିବା । ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେନି ହଲିଉଡ୍‌ ଅଭିନେତା ଓ୍ଵିଲ୍‌ ସ୍ମିଥ୍‌ । ଓସ୍କାର ପକ୍ଷରୁ ସ୍ମିଥଙ୍କ ଉପରେ ବ୍ୟାନ ଲଗାଯାଇଛି । ଓସ୍କାର କାର୍ଯ୍ୟକ୍ରମ ବେଳେ ମଞ୍ଚରେ କମେଡିଆନ୍‌ କ୍ରିସ ରକ୍‌ଙ୍କୁ…

ଫିଲ୍ମ ଏକାଡେମୀରୁ ଇସ୍ତଫା ଦେଲେ ଓ୍ଵିଲ ସ୍ମିଥ, କହିଲେ ‘ମୋ ବ୍ୟବହାର କ୍ଷମା ଯୋଗ୍ୟ ନୁହେଁ’

ହଲିଉଡ ସୁପରଷ୍ଟାର ଓ୍ଵିଲ ସ୍ମିଥ ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ଏହା ସହିତ ଏକାଡେମୀ ଦ୍ୱାରା ଦିଆଯାଇଥିବା କୌଣସି ବି ଦଣ୍ଡକୁ ସ୍ୱୀକାର କରିବେ ବୋଲି ମଧ୍ୟ କହିଛନ୍ତି। ନିଜ ଭୁଲ କ୍ଷମାଯୋଗ୍ୟ ନୁହେଁ ବୋଲି…

ବଲିଉଡ୍‌ରୁ Oscar ପାଇଁ ମନୋନୀତ ହେଲା ୨ ଫିଲ୍ମ, ଜାଣନ୍ତୁ କିଏ

ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨, ମାର୍ଚ୍ଚ ୨୭ରେ ୯୪ତମ ଏକାଡେମୀ ଆଓ୍ଵାର୍ଡସ୍‌ ଆୟୋଜନ କରାଯିବ। ପ୍ରତ୍ୟେକ ବର୍ଷ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥାଏ। ଏଥର ମଧ୍ୟ ‘ଓସ୍କାର ୨୦୨୨’ ପାଇଁ ବିଦ୍ୟା ବାଲନ ଷ୍ଟାରର ‘ଶେରନୀ’ ଏବଂ ଭିକ୍କି କୌଶଲ ଷ୍ଟାରର ଫିଲ୍ମ…

ଘୋଷଣା ହେଲା ୯୩ତମ ଓସ୍କାର ଆଓ୍ଵାର୍ଡ: ଏକା ସାଙ୍ଗରେ ୩ ଆଓ୍ଵାର୍ଡ ହାତେଇଛି ନୋମାଲ୍ୟାଣ୍ଡ

କେନ୍ଯୁଜ୍: ଘୋଷଣା ହୋଇଛି ୯୩ତମ ଓସ୍କାର ଆଓ୍ଵାର୍ଡ। ଚଳିତ ବର୍ଷ ଦେଖିବାକୁ ମିଳିଛି ନୋମାଲ୍ୟାଣ୍ଡ ଫିଲ୍ମର ଜଲଓ୍ଵା । ଏକା ସାଙ୍ଗରେ ୩ ଆଓ୍ଵାର୍ଡ ହାତେଇଛି ନୋମାଲ୍ୟାଣ୍ଡ। ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଁ ନୋମାଲ୍ୟାଣ୍ଡକୁ…

ମନୋରଞ୍ଜନ ଜଗତରେ କରୋନାର ପ୍ରଭାବ, ସ୍ଥଗିତ ହୋଇପାରେ ‘ଓସ୍କାର ଆୱାର୍ଡ’

ବିଶ୍ବରେ କରୋନାର କାୟା ବିସ୍ତାର ହେବାରେ ଲାଗିଛି। ଏହାର ପ୍ରଭାବ ମନୋରଞ୍ଜନ ଜଗତରେ ମଧ୍ଯ ଦେଖିବାକୁ ମିଳିଛି। ସୂଚନା ମୁତାବକ ୧୯୨୯ ମସିହାରୁ ଆରମ୍ଭ ହୋଇଥିବା ଓସ୍କାର ଆୱାର୍ଡ ସେରିମନି ଚଳିତ ବର୍ଷ ସ୍ଥଗିତ କରାଯାଇପାରେ। ଏକାଡେମୀ ଅଫ୍ ମୋସନ ପିକ୍ଚର ଆର୍ଟସ ଆଣ୍ଡ ସାଇଂସେଜ୍ ଆସନ୍ତା ବର୍ଷ…