Browsing Tag

osja sports award

ଓସଜା କ୍ରୀଡ଼ା ପୁରସ୍କାର ପାଇଲେ କିଶୋର ଜେନା ଓ ବିଜୟ ଶତପଥୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜା ପକ୍ଷରୁ ଆଜି ପ୍ରଦାନ କରାଯାଇଛି ବାର୍ଷିକ କ୍ରୀଡ଼ା ପୁରସ୍କାର । ଜାଭେଲିନରେ ଏସିଆଡ୍‌ ରୌପ୍ୟ ପଦକ ଜିତି ରାଜ୍ୟ ଓ ଦେଶକୁ ଗୌରବାନ୍ଵିତ କରିଥିବା କିଶୋରଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ କରାଯାଇଥିଲା । ସେହିପରି…