କରୋନା କାଳରେ ପୁଣି ସହାୟତାର ହାତ ବଢ଼ାଇଲା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ
ଭୁବନେଶ୍ୱର (କେ ନ୍ୟୁଜ୍) : ଏହି କରୋନା ମହାମାରୀ ଦ୍ୱିତୀୟ ଲହର ସମୟରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ସହାୟତାର ହାତ ବଢ଼ାଇଛନ୍ତି । କରୋନା ସହ ଲଢୁଥିବା ମଣିଷଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଛନ୍ତି । ଏଥିରେ ସାମିଲ ହୋଇଛି ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍ଏଲ୍) । ନିଜର…