ବିଦ୍ୟୁତ୍ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍, ୧୨ ଯାତ୍ରୀ ଆହତ
ବଣାଇ : ଓଲଟିଲା ଯାତ୍ରୀବାହୀ ବସ ଏଥିରେ୧୨ ଯାତ୍ରୀ ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରାଜ୍ୟ ରାଜପଥର ମୁଚରନାଳୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଓଏସଆରଟି ଜଗନ୍ନାଥ ନାମକ ବସଟି ସୁନ୍ଦରଗଡ଼ରୁ ପୁରୀ ଯାଉଥିବା ବେଳେ ଏଥିରେ ୫୫ଜଣ ଯାତ୍ରୀ ଥିଲେ ।
ଗତକାଲି…