ଅଧା ରହିଗଲା ଓଏସ୍ଏସ୍ସି ପରୀକ୍ଷା, ଦୌଡୁ ଦୌଡୁ ଟଳିପଡ଼ିଲେ ୨ ପରୀକ୍ଷାର୍ଥୀ
ମେଡିକାଲରେ ଜମିଛି ପୋଲିସଙ୍କ ଗହଳି । ପାଖରେ ପଡିଛି ମୃତଶରୀର । ପରିବାର ଲୋକେ ଯେମିତି ସ୍ଥାଣୁ ପାଲଟିଯାଇଛନ୍ତି । ନିମିଷକ ଭିତରେ କ'ଣ ଘଟିଗଲା କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ନୀରହ ଜୀବନ । ଦଇବର ଏ କି ଖେଳ । ଓଏସ୍ଏସ୍ସି ପରୀକ୍ଷା ଦେବାକୁ ଯାଇଥିଲେ । ପରୀକ୍ଷାରେ…