OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
କଟକ(କେ ନ୍ୟୁଜ): OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କୁ ଜାମିନ୍ । ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ଆଗକୁ ତଦନ୍ତରେ ସମସ୍ତ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତଦନ୍ତକାରୀ ଅଧିକାରୀ ଯେତେବେଳ ଚାହିଁବେ ତାଙ୍କ ନିକଟରେ ପହଂଚିବେ । ପ୍ରମାଣ ନଷ୍ଟ…