ଘନ କୁହୁଡ଼ି ସତର୍କ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଜାରି କଲା ମାର୍ଗଦର୍ଶିକା, ଆରଟିଓଙ୍କୁ ଦୁର୍ଘଟଣା ନିବାରଣ…
କଟକ/ଭୁବନେଶ୍ୱର : ଘନ କୁହୁଡ଼ି ପାଇଁ ସତର୍କ ରହିବାକୁ ସଡ଼କ ବ୍ୟବହାରକାରୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦେଲା ପରାମର୍ଶ । ଆରଟିଓଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଲା ବିଭାଗ । ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲାରେ ବ୍ୟାପକ ହେବ ସଚେତନତା ଏବଂ…