ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କ୍ୟାବିିନେଟର ବଡ଼ ନିଷ୍ପତ୍ତି, ଓସ୍ୱାନ୍ ପ୍ରକଳ୍ପକୁ ଅପ୍ଗ୍ରେଡ୍ କରାଯିବ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ କ୍ୟାବିିନେଟର ବଡ଼ ନିଷ୍ପତ୍ତି। ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍ୱର୍କ, ଓସ୍ୱାନ୍ ପ୍ରକଳ୍ପକୁ ଅପ୍ଗ୍ରେଡ୍ କରାଯିବ। ରାଜ୍ୟ ହେଡ୍ କ୍ୱାର୍ଟର, ୩୦ ଜିଲ୍ଲା ମୁଖ୍ୟାଳୟ ଓ ୩୧୪ ବ୍ଲକ ମୁଖ୍ୟାଳୟରେ…