Browsing Tag

otet exam

ଓଟିଇଟି ପରୀକ୍ଷା ଓଏମଆର କପି ଏବେ ୱେବସାଇଟରେ : ଅନଲାଇନରେ ଯାଞ୍ଚ କରିହେବ ମୂଲ୍ୟାୟନ

ଭୁବନେଶ୍ୱର (କେନ୍ୟୁଜ): ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷାର ଓଏମଆର ସିଟ ଉପଲବ୍ଧ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ ହେଉଛି ଓଏମଆର ସିଟ। www.bseodisha.ac.in ୱେବସାଇଟରେ ହେଉଛି ଉପଲବ୍ଧ। ପରୀକ୍ଷାର୍ଥୀ ନିଜର ରୋଲ ନମ୍ବର ଓ ମୋବାଇଲ ନମ୍ବର ଦେଇ ଡ଼ାଉନଲୋଡ଼ କରି ପାରିବେ।…

ଆଜି ଓଟିଇଟି ପରୀକ୍ଷା: କଟକ ଓ ଭୁବନେଶ୍ୱରରେ ୩୨ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା

ଭୁବନେଶ୍ୱର/କଟକ (କେନ୍ୟୁଜ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର ଆଜି ପରୀକ୍ଷା । ଦୁଇଟା ଯାକ ପେପର୍‌ ପାଇଁ ଆଜି ପରୀକ୍ଷା ହେଉଛି । ରାଜ୍ୟର ୩୦୭ଟି ପରୀକ୍ଷା କେନ୍ଦ୍ରରେ ୧ ଲକ୍ଷ ୬୦ ହଜାର ଆଶାୟୀ ଶିକ୍ଷକ ଏହି ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଆରମ୍ଭ ପୂର୍ବରୁ ସମସ୍ତ ପରୀକ୍ଷା…

‘ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ଭିତ୍ତିହୀନ’: ବୋର୍ଡ ସଭାପତି ରାମାଶିଷ ହାଜରା

କଟକ(କେନ୍ୟୁଜ୍):  ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ସଂପୂର୍ଣ୍ଣ ଭିତ୍ତିହୀନ। ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା। ପ୍ରଶ୍ନପତ୍ର ଲିକ୍‌ ନେଇ ଅଯଥା ଗୁଜବ ପ୍ରଚାର ପ୍ରସାର…

ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ: ଧାରଣା ଦେଇଛନ୍ତି ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ

କଟକ(କେନ୍ୟୁଜ୍):ସ୍ପେଶାଲ ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ । ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ-OTET ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗରେ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଏକ ହଜାରରୁ ଅଧିକ ପରୀକ୍ଷାର୍ଥୀ ଧାରଣା ଦେଇଛନ୍ତି ।…

ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ବଢିଲା ଆବେଦନର ଶେଷ ତାରିଖ

ଭୁବନେଶ୍ୱର(କେନ୍ୟୁଜ୍): ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ବା ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନେ ୧୦…

ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ଆବେଦନର ଶେଷ ତାରିଖ ବଢାଇଲା ମାଧ୍ୟମିକ ଶିକ୍ଷା ପରିଷଦ, ଜାଣନ୍ତୁ କେବେ ଯାଏଁ…

କେନ୍ୟୁଜ୍(ବ୍ୟୁରୋ): ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ବା ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନେ ୧୦…

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(କେନ୍ୟୁଜ): ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ। ୧୦ ତାରିଖ ସକାଳ ୧୦ଟାରୁ ଆବେଦନ…

ପ୍ରକାଶ ପାଇଲା ଓଟିଇଟି-୨ ପରୀକ୍ଷା ଫଳ

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ। ଓଟିଇଟି ୨୦୨୧(ଦ୍ୱିତୀୟ) ର ପରୀକ୍ଷା ଫଳ ପ୍ରକାଶିତ। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀ ମାନେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ୱେବ ସାଇଟ ରୁ ରେଜଲ୍ଟ…

୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଓଟିଇଟି ପରୀକ୍ଷାର୍ଥୀ, ଘେରିଲେ ବୋର୍ଡ ଅଫିସ

କଟକ(କେନ୍ୟୁଜ୍):  ବୋର୍ଡ କାର୍ଯ୍ୟାଳୟ ଘେରିଲେ ଶତାଧିକ ପରୀକ୍ଷାର୍ଥୀ। ୪ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଟିଇଟି ପରୀକ୍ଷାର୍ଥୀ। ଅଭିଯୋଗ ଅନୁଯାୟୀ ଗତ ୨୦୧୯ ଜାନୁୟାରୀ ୧୬ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ତେବେ ବୋର୍ଡ କର୍ତ୍ତୁପକ୍ଷ ତଦନ୍ତ ନକରି ପରୀକ୍ଷା ବାତିଲ୍‌…

ଭୁବନେଶ୍ବର: ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ OTET ରେଜଲ୍ଟ , ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…

ଭୁବନେଶ୍ବର(କେନ୍ୟୁଜ୍):   ଆସନ୍ତା ନଭେମ୍ବର ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ OTET ରେଜଲ୍ଟ । ଚଳିତବର୍ଷ ପ୍ରଥମଥର ପାଇଁ ONLINEରେ ପରୀକ୍ଷା ହୋଇଛି । ପ୍ରାୟ ୨ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ଓଟିଇଟି ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

OTET ପରୀକ୍ଷାରେ ଅନିୟମିତତା ଅଭିଯୋଗ, ପ୍ରତିବାଦରେ କଟକ ବୋର୍ଡ ଅଫିସ୍ ଘେରିଲେ ଶତାଧିକ ଆଶାୟୀ

କଟକ(କେନ୍ୟୁଜ୍): OTET ପରୀକ୍ଷାରେ ଅନିୟମିତତା ଅଭିଯୋଗ । ଏହାର ପ୍ରତିବାଦରେ କଟକ ବୋର୍ଡ ଅଫିସ୍ ଘେରାଉ କରିଛନ୍ତି ଶତାଧିକ ଆଶାୟୀ । OTET ପରୀକ୍ଷାର୍ଥୀଙ୍କ ସହ ABVP କର୍ମୀ ବିକ୍ଷୋଭ କରିଛନ୍ତି । ବୋର୍ଡ ସମ୍ପାଦକଙ୍କ ଅଫିସ୍ ସମ୍ମୁଖରେ କିଛି ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ସୁରକ୍ଷା…

ଓଡ଼ିଶା OTET ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ କେବେ ହେବ ପରୀକ୍ଷା

ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା (BSEO) ପକ୍ଷରୁ ଗତକାଲି ଓଡିଶା ଶିକ୍ଷକ ପ୍ରଶିକ୍ଷଣ ପରୀକ୍ଷା (OTET) ୨୦୧୯ ବର୍ଷ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛିା ଯେଉଁ ଆଶାୟୀପାର୍ଥୀମାନେ ଏହି ପରୀକ୍ଷାରେ ଯୋଗ ଦେବା ପାଇଁ ଚାହୁଛନ୍ତି ସେମାନେ bseodisha.gov.in ୱେବସାଇଡ୍ ଜରିଆରେ ଆଡମିଟ୍…