୩୦ ବର୍ଷ ପରେ ନୂଆ ରୂପ ପାଇବ ଚୌଦ୍ବାରର OTM, ଗଢି ଉଠିବ ଦୁଇଟି ଶିଳ୍ପ ସଂସ୍ଥା
କଟକ(କେନ୍ୟୁଜ୍): ୩୦ ବର୍ଷ ପରେ ନୂଆ ରୂପ ପାଇବ ଚୌଦ୍ବାରର ଓଡ଼ିଶା ଟେକ୍ସଟାଇଲ ମିଲ୍ସ-OTM । ଓଟିଏମରେ ଦୁଇଟି ଶିଳ୍ପ ସଂସ୍ଥା ଗଢି ଉଠିବ । ନୂଆ ଶିଳ୍ପ ପାଇଁ ୨ କମ୍ପାନୀ ରାଜି ହୋଇଛନ୍ତି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନୂତନ କାରଖାନାର ଶିଳାନ୍ୟାସ କରିବେ ବୋଲି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ…