ଓଟିପି ସେୟାରିଂ ମାମଲା: ଶହେରୁ ଅଧିକ ISI ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା ମୁଖ୍ୟ ଅଭିଯୁକ୍ତ ଅଭିଜିତ୍
(କେନ୍ୟୁଜ): ଓଟିପି ସେୟାରିଂ ମାମଲାରେ ପାକିସ୍ତାନ ଲିଙ୍କ୍ର ଫିଟୁଛି ଗୁମର । NIAକୁ ଟଙ୍କା ପଠାଇଥିବା ପାକିସ୍ତାନ ଏଜେଣ୍ଟଙ୍କ ନାଁ କହିଛି ମୁଖ୍ୟ ଅଭିଯୁକ୍ତ ଅଭିଜିତ୍ ସଞ୍ଜୟ ଜମ୍ବୁରେ । ଶହେରୁ ଅଧିକ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା ଅଭିଜିତ୍ । ସମସ୍ତ ଏଜେଣ୍ଟ ଗୁଜରାଟ, ରାଜସ୍ଥାନ,…