Browsing Tag

OTP sharing scam

ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ ଖୁଲାସା : ପାକିସ୍ତାନର ISI ଲିଙ୍କ୍‌ରେ ଓଡ଼ିଶାରୁ ୩ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଓଟିପି ସେୟାରିଂ ସ୍କାମ୍‌, ପାକିସ୍ତାନର ISI ଲିଙ୍କ୍‌ରେ ଓଡ଼ିଶାରୁ ୩ ଗିରଫ । ନୟାଗଡ଼ରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଅଭିଯୁକ୍ତମାନେ ହେଲେ ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକ…