ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗ: ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି
କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାର ସାରୁଅ ଓ ଲୋକନାଥପୁର ଗାଁର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ୱାସ ପାଇଁ ଏହି ଆବେଦନ କରାଯାଇଛି । ସେହିଭଳି EOWରେ ରୁଜୁ ମକଦ୍ଦମାକୁ ଚାଲେଞ୍ଜ କରି…