ରାଜଧାନୀ ଭୁବନେଶ୍ୱରରେ ଭଡ଼ାଟିଆ ପରୀକ୍ଷାର୍ଥୀ, ଟଙ୍କା ନେଇ ଦେଉଛନ୍ତି ପରୀକ୍ଷା
ରାଜଧାନୀ ଭୁବନେଶ୍ୱରରେ ଭଡ଼ାଟିଆ ପରୀକ୍ଷାର୍ଥୀ । ଟଙ୍କା ନେଇ ଦେଉଛନ୍ତି ପରୀକ୍ଷା । ଓୟୁଏଟି ପ୍ରବେଶିକା ପରୀକ୍ଷା ଦେବା ବେଳେ କମିଶନରେଟ ପୋଲିସ ହାତରେ ଧରାପଡ଼ି ଜେଲ ଗଲେ ୫ ଜଣ ନକଲି ପରୀକ୍ଷାର୍ଥୀ । ଗତକାଲି ଥିଲା ଓୟୁଏଟିର ପ୍ରବେଶିକା ପରୀକ୍ଷା । ଭଡ଼ାରେ ଅନ୍ୟ ପିଲାଙ୍କ ପାଇଁ ଏମାନେ…