Browsing Tag

overbridge

ପାର୍ବଣ ପୂର୍ବରୁରେ ଅସମ୍ଭାଳ ଭିଡ, ଖଣ୍ଡଗିରି ଓଭର ବ୍ରିଜ୍ ମରାମତି ଯୋଗୁ NHରେ ଲମ୍ବା ଲାଇନ୍

ଭୁବନେଶ୍ଵର : ପାର୍ବଣ ପୂର୍ବରୁରେ ଅସମ୍ଭାଳ ଭିଡ । ଭିଡରେ ଉଛୁଳୁଛି ରାଜଧାନୀ । ଭୁବନେଶ୍ବର ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଓଭରବ୍ରିଜ ଉପରେ ଲାଗିଛି ଶହ ଶହ ସଂଖ୍ୟାରେ ଗାଡିର ଲମ୍ବା ଲାଇନ୍। ଓଭର ବ୍ରିଜ ଉପରେ ମରାମତି ଚାଲୁଥିବାରୁ ଏପରି ରାସ୍ତା ଜାମ ହେଉଥିବା ସୂଚନା…

ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ, ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ : ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ଭୁବନେଶ୍ୱର :ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ । ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏ ନେଇ ଏମଓୟୁ ସରିଛି । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ ଟ୍ରାଫିକ…

ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର, ଡ୍ରାଇଭର ଫେରାର

ରାୟଗଡ଼ା: ରାୟଗଡ଼ାରେ ଓଭର୍ ବ୍ରିଜ ଉପରେ ଦୁର୍ଘଟଣା ଘଟିଛି । ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ପେଟ୍ରୋଲ ଟ୍ୟାଙ୍କର । ଓଭର ବ୍ରିଜ ଉପରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା । ଏହି ଦୁର୍ଘଟଣାରେ କେହି ମୃତ୍ୟୁବରଣ କରିନଥିବା…

ବିପଜ୍ଜନକ ସ୍ଥିତିରେ ରହିଛି ଶଗଡିଆ ପୋଲ, ଏଠାରେ ଘଟୁଛି ଅନେକ ଛୋଟ ବଡ ଦୁର୍ଘଟଣା

ବିପଦ ସଙ୍କୁଳ ଅବସ୍ଥାରେ ଶଗଡିଆ ପୋଲ । ବାରମ୍ବାର ଘଟୁଛି ଦୁର୍ଘଟଣା । ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁର, ସୁବର୍ଣ୍ଣପୁର ଓ ବଲାଙ୍ଗୀରକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାର ଧଉରାଖମଣ ନିକଟସ୍ଥ କେରାଣ୍ଡି ଯୋର ଉପରେ ନିର୍ମିତ ଶଗଡିଆ ପୋଲ ଅତ୍ୟନ୍ତ…

ଲୋକଙ୍କ ଗମନାଗମନ ନିମନ୍ତେ ଖୋଲା ଯାଉନାହିଁ ବ୍ରିଜ୍, ସମସ୍ୟା ଭୋଗୁଛନ୍ତି ଲୋକେ

ଯାଜପୁର: ଏ ହେଉଛି ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ଦୃଶ୍ୟ । ଦେଖନ୍ତୁ କିଭଳି ଖାଲ ଖମା ଓ ଧୂଳିରେ ପରିପୂର୍ଣ୍ଣ ଏହି ରାସ୍ତା ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛି ଯାତ୍ରୀ । ୨୦ ନଂ ଜାତୀୟ ରାଜପଥର ବେଣାପୁର ନିକଟରେ ଏପରି ପରିସ୍ଥିତି ଉପୁଜିଛି । ତତ୍କାଳୀନ…

ରାଜଧାନୀରେ ଗ୍ୟାସ୍ ଲିକ୍ ଆତଙ୍କ, ଖଣ୍ଡଗିରି ଓଭରବ୍ରିଜ ଉପରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍

ରାଜଧାନୀରେ ଗ୍ୟାସ୍ ଲିକ୍  ଆତଙ୍କ।  ଦୀର୍ଘ ୪୫ ମିନିଟ ପରେ ଆୟତ୍ତ ହେଲା ଗ୍ୟାସ୍ ।  ଏହାପରେ ସୁରକ୍ଷିତ ଭାବେ ସମସ୍ତ ଟାଙ୍କି ସହ ଗାଡିକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।  ବରମୁଣ୍ଡାରୁ ବ୍ରହ୍ମପୁର ଆଡକୁ ଯିବା ବେଳେ ଅଘଟଣ ଘଟିଥିଲା ।  CNG ବୋଝେଇ ଗାଡିରେ  ଗ୍ୟାସ ଟ୍ୟାଙ୍କର ସେଫ୍ଟି ଭାଲବ…

ବମିଖାଲ ଓଭରବ୍ରିଜରେ ଦୁର୍ଘଟଣା: ତଳକୁ ପଡି ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ବର (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବମିଖାଲ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା। ଓଭରବ୍ରିଜରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ କେଦାରଗୌରି ବିହାର ଅଞ୍ଚଳର ସବ୍ୟସାଚୀ ପୃଷ୍ଟି । ଗୁରୁତର ଯୁବକ ହେଲେ ସୁନ୍ଦରପଦାର…

ସରୁନି ବାଲୁଗାଁ ଓଭରବ୍ରିଜ୍‌ ନିର୍ମାଣ କାମ

ଖୋର୍ଦ୍ଧା(କେନ୍ୟୁଜ୍): କେବେ ସରିବ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଭରବ୍ରିଜ୍‌ ନିର୍ମାଣ କାମ? ୨୦୧୬ରେ କାମ ସାରିବାକୁ ଲକ୍ଷ୍ୟ ରହିଥିଲା। କିନ୍ତୁ ଆରମ୍ଭ ହେଲା ୨୦୧୬ରେ। ଚାରି ବର୍ଷ ହେଲାଣି ବ୍ରିଜ୍‌ ନିର୍ମାଣ କାମ ସରି ପାରୁ ନଥିବାରୁ ହୀନସ୍ତା ଭୋଗୁଛନ୍ତି ଏହା ଉପରେ ନିର୍ଭରଶୀଳ ଲୋକ।…