Browsing Tag

owl rescue

ପୁଣି ଚର୍ଚ୍ଚାକୁ ଆସିଲେ ଶିମିଳିପାଳର ସ୍ନେହଲତା, ବିରଳ ପ୍ରଜାତିର ପେଚା ଧରି ହେଲେ ଭାଇରାଲ

ମୟୁରଭଞ୍ଜ(କେନ୍ୟୁଜ): ଆଜି ଶିମିଳିପାଳରୁ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ଶିମିଳିପାଳ ପାଦଦେଶ ପିଠାବଟା ରେଞ୍ଜ ଅଧିନ ବାଲଢ଼ିଆ ଗ୍ରାମରୁ ଆଜି ସନ୍ଧ୍ୟାରେ ଏହି ପେଚାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବାଲିଡିହା ଫରେଷ୍ଟର ସ୍ନେହଲତା ଧଳ ଏହି ପେଚାକୁ ଉଦ୍ଧାର କରିଛନ୍ତି।…

ବାଲେଶ୍ବର: ପୁଣି ଉଦ୍ଧାର ହେଲା ବିରଳ ପେଚା, ବନ ବିଭାଗ ନେଇ ଛାଡ଼ିବ ଅଭୟାରଣ୍ୟରେ

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କଚୁଆପଡା ଗ୍ରାମର ବାଦଲ ଟୁଡୁଙ୍କ ଘରବାଡିରୁ ଏକ ବିରଳ ପ୍ରଜାତିର ପେଚା ଉଦ୍ଧାର କରା ଯାଇଛି । ଆଜି ସକାଳେ ବାଦଲଙ୍କ ବାଡିରେ ଏହି ବିରଳ ପ୍ରଜାତିର ପେଚା ଟିକୁ ଦେଖି ପରିବାର ଲୋକେ ବନବିଭାଗକୁ ଖବର ଦେଇଥିଲେ । ଖବର…

କଟକ: ସନ୍ତୋଳନଗରୀ ଗ୍ରାମରୁ କାଉ ଖୁମ୍ପି ଖୁମ୍ପି ଆହତ କରିଦେଇଥିବା ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର

ନିଆଳି(କେନ୍ୟୁଜ): କଟକ ସଦର ଥାନା ଅନ୍ତର୍ଗତ ସନ୍ତୋଳନଗରୀ ଗ୍ରାମରୁ ବୁଧବାର ସକାଳ ୧୦ ଟା ସମୟରେ ଏକ ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସନ୍ତୋଳନଗରୀ ଗ୍ରାମ ଶିବ ମନ୍ଦିର ନିକଟରେ ଦୋକାନ କରିଥିବା ରଞ୍ଜନ କୁମାର ସାହୁଙ୍କ ଦୋକାନ ପଛପଟରେ ଏକ ଧଳା ପେଚାକୁ କାଉ…