Browsing Tag

owner arrest

ନକଲି ଔଷଧ ବିକ୍ରି ଅଭିଯୋଗରେ ଗିରଫ ହେଲେ କମ୍ପାନୀ ମାଲିକ, ଏବେ କୋର୍ଟ ଚାଲାଣ

ବରଗଡ (କେନ୍ୟୁଜ): ନକଲି ଔଷଧ କାରବାର ଅଭିଯୋଗରେ ବରଗଡ ଟାଉନ ଥାନାରେ ଜଣେ ଅଟକ । ଡ୍ରଗ୍ସ ଇନିସପେକ୍ଟରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଔଷଧ ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲଙ୍କୁ ଅଟକ ରଖିଛି ବରଗଡ ପୋଲିସ । ଗିରଫ ପରେ ଅଭିଯୁକ୍ତ ସୁନୀଲ ଅଗ୍ରୱାଲଙ୍କୁ କୋର୍ଟଚାଲାଣ କରାଯାଇଛି ।…