Browsing Tag

oxford survey

କରୋନାରୁ ସୁସ୍ଥ ହେବାର ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଛି ଲକ୍ଷଣ: ଅକ୍ସଫୋର୍ଡ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବାର ଦୁଇ ତିନି ମାସ ପର୍ଯ୍ୟନ୍ତ ରହୁଛି ଲକ୍ଷଣ। ସର୍ଭେ ଅନୁଯାୟୀ ଏଭଳି ବୟାନ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର। ହସପିଟାଲରୁ ଡିସଚାର୍ଜ ହେଉଥିବା ରୋଗୀମାନେ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ, ଥକାପଣ, ଚିନ୍ତା ଓ ଉଦାସୀନତାର ଲକ୍ଷଣ ଅନୁଭବ…