ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର: ଖୁବ୍ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା, ୪୫ ଦିନ…
ନୂଆଦିଲ୍ଲୀ: ବହୁ ଦିନର ଅପେକ୍ଷା ପରେ କରୋନାକୁ ନେଇ ଆସିଲା ଖୁସି ଖବର । ଖୁବ୍ ଶିଘ୍ର ଭାରତକୁ ମିଳିବ ଅକ୍ସଫୋର୍ଡ ଟିକା । ୪୫ ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଦିଆଯିବ ଅନୁମତି । ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ ଆଦର ପୁନାୱାଲା ସୂଚନା ଦେଇଛନ୍ତି । ଅକ୍ସଫୋର୍ଡ…