କୋଏମ୍ବାଟୁରରେ ଖୋଲିଲା ଅକ୍ସିଜେନ କେନ୍ଦ୍ର, ସୋନୁ ସୁଦଙ୍କ ଫାଉଣ୍ଡେସନ ନେଲା ଏମିତି ପଦକ୍ଷେପ
ବଲିଉଡ ଅଭିନେତା ସୋନୁ ସୁଦଙ୍କ ଚାରିଟି ସଂସ୍ଥା ସୋନୁ ସୁଦ ଫାଉଣ୍ଡେସନ ଏବଂ Swag ERT ତରଫରୁ କୋଏମ୍ୱାଟୁରରେ ତତ୍କାଳ ଅକ୍ସିଜେନ୍ କେନ୍ଦ୍ର ଖୋଲିଛି । ଏହି କେନ୍ଦ୍ରଟି କେବଳ ଅଭାବୀ ତଥା ଯେଉଁମାନଙ୍କର ଅକ୍ସିଜେନ ଦରକାର ସେମାନଙ୍କୁ ମାଗଣାରେ ଯୋଗାଇଦେବ । ଚିକିତ୍ସା ସମୟରେ ଯେଉଁମାନଙ୍କର…