Browsing Tag

oxygen

ଅଣନିଶ୍ବାସୀ ହେବ ମଣିଷ, ପୃଥିବୀରୁ ଖୁବ ଶୀଘ୍ର ସରିଯିବ ଅମ୍ଳଜାନ !

ଅଣନିଶ୍ବାସୀ ହେବ ମଣିଷ । ପୃଥିବୀରୁ ଖୁବ ଶୀଘ୍ର ସରିଯିବ ଅମ୍ଳଜାନ!! । ଆସନ୍ତା ପିଢ଼ି ପାଇଁ ବଞ୍ଚିବାକୁ ମିଳିବନି ଅମ୍ଳଜାନ। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ରିସର୍ଚ୍ଚ ଅନୁସାରେ ପରିବେଶ ମିଥେନ ଗ୍ୟାସରେ ଭରିଯିବ। ଯାହାକି ମାନବ ସହିତ ସମଗ୍ର ପ୍ରାଣୀ ଜଗତର ସମାପ୍ତିର କାରଣ…

ସିଲିଣ୍ଡରର ରଙ୍ଗ ଅଲଗା କାହିଁକି?

ଘରେ ରୋଷେଇ ପାଇଁ ବ୍ୟବହାର ହେଉଥିବା ନାଲି ରଙ୍ଗର ସିଲିଣ୍ଡର ତ ଆପଣ ସମସ୍ତେ ଦେଖିଥିବେ। ସମସ୍ତଙ୍କୁ ଏହା ଜଣା ଯେ ନାଲି ରଙ୍ଗର ସିଲିଣ୍ଡର ରେ ଏଲପିଜି ଗ୍ୟାସ ମାନେ ଲିକ୍ୱିଫାଇଡ଼ ପେଟ୍ରୋଲିୟମ ଗ୍ୟାସ ଭରି ରହିଥାଏ। କିନ୍ତୁ କିଚେନ ସିଲିଣ୍ଡର ବ୍ୟତିତ ମଧ୍ୟ କିଛି ଅନ୍ୟ ରଙ୍ଗର ସିଲିଣ୍ଡର…

ଶରୀରରେ ଅକ୍ସିଜେନ ଲେଭଲ କୁ ବଢ଼ାଇବ ଏହି ସବୁ ଖାଦ୍ୟ, ଏବେଠୁ ଜାଣିନିଅନ୍ତୁ ଲିଷ୍ଟ

ଦିନକୁ ଦିନ ବାୟୁର ଗୁଣ ଖରାପ ହୋଇ ଚାଲିଛି । ଯେଉଁଥିପାଇଁ ହୃଦୟ ଓ ଫୁସଫୁସରେ ଖରାପ ପ୍ରଭାବ ପକାଇ ଥାଏ । ଲୋକେ ବିଷାକ୍ତ ପବନ ଗ୍ରହଣ କରୁଥିବାରୁ ଶରୀରରେ ଅକ୍ସିଜେନ ଅଭାବ ଦେଖାଯାଇଥାଏ । ଶରୀରରେ ଅକ୍ସିଜେନ ଅଭାବରୁ ଶ୍ୱାସ ନେବାରେ ଅସୁବିଧା ଦେଖାଦେଇଥାଏ । ଭ୍ରମ ଅବସ୍ଥା ସୃଷ୍ଟି ହୋଇଥାଏ ।…

ରକ୍ତରେ ଅକ୍ସିଜେନ୍‌ର ଅଭାବ ଦୂର କରିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏସବୁ ଜିନିଷ

ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି। ଏଭଳି ସ୍ଥିତିରେ ଯଦି ଆପଣ ରକ୍ତରେ ଅକ୍ସିଜେନ୍‌ର ସ୍ତରକୁ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଡାଏଟ୍‌ରେ କିଛି ପରିବର୍ତ୍ତନ କରିବା ନିହାତି ଜରୁରୀ। ଡାଏଟ୍‌ରେ ମାତ୍ର ଅଳ୍ପ କିଛି ପରିବର୍ତ୍ତନ କଲେ ଆପଣଙ୍କ ରକ୍ତରେ ସହଜରେ…

କରୋନାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଖୋଲିଲା ଅକ୍ସିଜେନ୍‌ କନ୍ସେଣ୍ଟ୍ରେଟର ବ୍ୟାଙ୍କ

ଭୁବନେଶ୍ୱର(କେନ୍ଯୁଜ୍): ଖୋଲିଲା ଅକ୍ସିଜେନ୍‌ କନ୍ସେଣ୍ଟ୍ରେଟର ବ୍ୟାଙ୍କ । କୋଭିଡ - ୧୯ର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଭୁବନେଶ୍ୱର ରେଡକ୍ରସ ଭବନରେ ଏହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ଥିବା ରୋଗୀଙ୍କୁ ଅମ୍ଳଜାନ…

ଅକ୍ସିଜେନ ଲାଗିଲା ପରେ ବି ସିଗାରେଟ୍ ନିଶା ଛାଡ଼ୁନି ମଉସାଙ୍କର, ଦେଖନ୍ତୁ କେମିତି ଜୀବନ ବଞ୍ଚାଇବା ସହ କରୁଛନ୍ତି…

ଏବେ ସାରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି କରୋନା। ଦ୍ଵିତୀୟ ଲହରରେ ଅଧିକ ସଂକ୍ରମଣ ହେଉଛି। ଫଳରେ ଲୋକଙ୍କ ଅକ୍ସିଜେନ ଲେବଲ କମିଯାଉଛି ଓ ଅକ୍ସିଜେନ ମାସ୍କ ଲଗାଇବା ଏକ ପ୍ରକାର ବାଧ୍ୟତାମୂଳକ ହୋଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଅକ୍ସିଜେନକୁ ନେଇ ଏକ ଏଭଳି ଭିଡିଓ…

ଭୟାବହ ବାତ୍ୟା ୟସ୍‌ ଅଟାକାଇ ପାରିନି ଅକ୍ସିଜେନ୍‌ ଯୋଗାଣ, ଦାୟିତ୍ୱପୂର୍ଣ୍ଣ ଭାବେ ପ୍ରକ୍ରିୟା ଜାରି ରଖିଛି ଓଡ଼ିଶା

ଭୁବନେଶ୍ବର: ବାତ୍ୟା ଅଟାକାଇ ପାରିନି ଅକ୍ସିଜେନ୍‌ ଯୋଗାଣ । ଭୟାବହ ବାତ୍ୟା ୟସ୍‌ ବେଳେ ଦାୟିତ୍ୱପୂର୍ଣ୍ଣ ଭାବେ ମେଡିକାଲ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡ଼ିଶା । ଅକ୍ସିଜେନ ଅଭାବୀ ରାଜ୍ୟକୁ ଏଭଳି ସମୟରେ ମଧ୍ୟ ମେଡିକାଲ ଅକ୍ସିଜେନ ଯୋଗାଇ ଦେଇ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାକୁ…

ଅକ୍ସିଜେନ ସପୋର୍ଟରେ ଖାଦ୍ୟ ତିଆରି କରୁଥିଲେ ମହିଳା, ଫଟୋ ଦେଖି ଇମୋସନାଲ୍ ହେଲେ ବିରେନ୍ଦ ସେହୱାଗ

ଭାରତରେ କରୋନା ମହାମାରୀର ୨ୟ ଲହରୀ ଚାଲୁଛି । ଏଥିରେ ଅନେକ ଲୋକ ଓ ତାଙ୍କ ପରିବାର ପ୍ରଭାବିତ ହେଲେଣି । ଲୋକଙ୍କୁ ସାହାଯ୍ୟ କରିବା କିଛି ଜଣ ଆଗକୁ ମଧ୍ୟ ଆସୁଛନ୍ତି । ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷରୁ ଲୋକଙ୍କୁ କରୋନା ଜନିତ ସାହାଯ୍ୟ କରୁଛନ୍ତି । ଏହାସହ କ୍ରିକେଟର ମଧ୍ୟ ଆଗକୁ ଆସି…

ତିରୁପତିର ଏକ ସରକାରୀ ହସ୍ପିଟାଲରେ ହୃଦୟ ବିଦାରକ ଘଟଣା, ଅକ୍ସିଜେନ ଅଭାବରୁ ୧୧ ରୋଗୀ ମୃତ

ଆନ୍ଧ୍ର ପ୍ରଦେଶ: ଅକ୍ସିଜେନ ଅଭାବରୁ ୧୧ ରୋଗୀ ମୃତ। ଆନ୍ଧ୍ର ପ୍ରଦେଶ ତିରୁପତିର ଏକ ସରକାରୀ ହସ୍ପିଟାଲରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଅକ୍ସିଜେନ ଯୋଗାଣରେ ମାତ୍ର ୫ ମିନିଟ୍‌ ବିଳମ୍ବ କାରଣରୁ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତିରୁପତିର ଏସଭିଆରଆର ସରକାରୀ ହସ୍ପିଟାଲକୁ…

ଅକ୍ସିଜେନ ଗାଡିକୁ ଟୋଲ ମୁକ୍ତ କରିବା ପାଇଁ NHAIକୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ବର: ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡି ଗୁଡିକୁ ଟୋଲ ମୁକ୍ତ କରିବାକୁ NHAIକୁ ରାଜ୍ୟ ସରକାରଙ୍କ ଅନୁରୋଧ । ଏ ନେଇ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ହେମନ୍ତ କୁମାର NHAIକୁ ଚିଠି ଲେଖିଛନ୍ତି । କହିଛନ୍ତି, ରାଜ୍ୟରେ ବହୁ ସଂଖ୍ୟକ ଗାଡିରେ ମେଡିକାଲ ଅକ୍ସିଜେନ୍‌ ଟ୍ୟାଙ୍କର…

କୁଚିଣ୍ଡା ଅଚଂଳକୁ ୧୧ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇବ ମାରୱାଡି ଯୁବାମଞ୍ଚ, ବିଧାୟକ କଲେ ପ୍ରଶଂସା

କୁଚିଣ୍ଡା : ବର୍ତ୍ତମାନ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ କରୋନାରେ ପିଡିତ ଥିବା ରୋଗୀଙ୍କ ପାଇଁ ଜୀବନ ରକ୍ଷକ ସଂଜିବନୀ ହୋଇଛି ଅକ୍ସିଜେନ ସିଲିଣ୍ଡର । ତେବେ ଅକ୍ସିଜେନ ସିଲିଣ୍ଡରର ଚାହିଦା ଅଧିକ ହେବାରୁ ଏହାର ଅଭାବ ମଧ୍ୟ ଦେଖାଦେଉଛି । ସରକାରୀ ସ୍ତରରେ ଏହାର…

ଅନଲାଇନ ପ୍ଲାଟଫର୍ମରେ ବଢ଼ିଛି ଠକାମିର ମାତ୍ରା, ଔଷଧ ଓ ଅକ୍ସିଜେନ କିଣୁଥିଲେ ରୁହନ୍ତୁ ସାବଧାନ

କରୋନା କାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ ଏମିତି ଏକ ସ୍ଥାନ ହୋଇଗଲାଣି ଯେଉଁଠି ଲୋକମାନେ ହସ୍ପିଟାଲ ବେଡ୍ସ, ଅକ୍ସିଜେନ ସିଲିଣ୍ଡର ଓ କୋଭିଡ-୧୯ ସହ ଜଡିତ ସମସ୍ତ ତଥ୍ୟ ଖୁବ ସହଜରେ ପାଇ ପାରୁଛନ୍ତି । ଇନଷ୍ଟାଗ୍ରାମ, ଫେସବକୁ ସହ ହ୍ୱାଟସଆପରୁ ମଧ୍ୟ ଏବେ ଆମେ ଅନେକ ତଥ୍ୟ ପାଇ ପାରୁଛୁ ।…