ପୀରହାଟ ବଜାରରେ ବଢୁଛି ଫାୟାର ପାନର ଚାହିଦା, ଭଳି କି ଭଳି ପାନର ପସରା ଖୋଲିଛନ୍ତି ଦୋକାନୀ
ଚାନ୍ଦବାଲି: ଆଜି ପବିତ୍ର ରଜ ସଂକ୍ରାନ୍ତି । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁଆଁରୀମାନେ ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ କୁଙ୍କୁମ ଲଗାଇ ସଜବାଜ ହୋଇଛନ୍ତି । ପିଠା ଓ ରଜ ପାନ ଖାଇ ଗାଁ ବୁଲିବା ସହ ଦୋଳି ଖେଳିବାରେ ଲାଗିଛନ୍ତି । ଘରେ…