Browsing Tag

paddy

ଧାନ କିଣା ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତ, ହେବ ହାଇଲେଭଲ୍ ସମୀକ୍ଷା

ଭୁବନେଶ୍ୱର : ସମ୍ବଲପୁର ଓ ବରଗଡ଼ରେ ହେବ ହାଇଲେଭଲ୍ ସମୀକ୍ଷା । ଚାଷୀଙ୍କ ଅଭିଯୋଗ ଓ ଧାନ କିଣାରେ ଅହେତୁକ ବିଳମ୍ବର ହେବ ସମାଧାନ । ଦୁଇଦିନିଆ ଗସ୍ତରେ ଯାଇ ଧାନକିଣାର ପ୍ରକ୍ରିୟାର ତଦାରଖ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ଗସ୍ତ…

କାଲିଠୁ ସ୍ବାଭାବିକ ହେବ ମଣ୍ଡି, ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଧାନ ଉଠାଇବାକୁ ନିଷ୍ପତ୍ତି

ଭୁବନେଶ୍ବର: କାଲିଠୁ ସ୍ବାଭାବିକ ହେବ ମଣ୍ଡି ।  ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ସମସ୍ତ ମିଲ ।  ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଧାନ ଉଠାଇବାକୁ ନିଷ୍ପତ୍ତି ।  ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ଅଲ୍ ଓଡିଶା ରାଇସ ମିଲର୍ସ ଆସୋସିଏସନ୍ । ଆସୋସିଏସନ୍ ର ୪ ପ୍ରମୁଖ ଦାବି ନେଇ…

ସ୍ବାଭାବିକ ହେଲା ଧାନ କିଣା, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ବରଗଡ଼ : ଆଜିଠୁ ସ୍ବାଭାବିକ ହେଲା ଧାନ କିଣା । ୧୯ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସୁଦ୍ଧା ୧୯ ଜିଲ୍ଲାରେ ୩ଲକ୍ଷ ୧୫…

ଧାନ କିଣିବାକୁ ଆସୁ ନାହାନ୍ତି ମିଲର, ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ

ଭୁବନେଶ୍ୱର : ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । କିଣିବାକୁ ଆସୁ ନାହାନ୍ତି ମିଲର । ସରକାର ଓ ମିଲର୍ସଙ୍କ କଳିରେ ହନ୍ତସନ୍ତ ହେଉଛନ୍ତି ଚାଷୀ । ଶୀତ କାକରରେ ଧାନ ବସ୍ତା ଧରି ମଣ୍ଡିରେ ପଡ଼ି ରହିଛନ୍ତି । ମିଲର୍ସ ଧାନ କିଣିବା ବଦଳରେ ରାଜଧାନୀରେ ନିଜର ହକ ପାଇଁ ପ୍ରତିବାଦ…

ଶୀତ କାକରରେ ପଡିଛି ଧାନ, ବିକ୍ରି ହୋଇପାରୁନି ବୋଲି ଚିନ୍ତାରେ ଚାଷୀ

ବିନିକା : ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଶୀତ କାକରରେ ଧାନକୁ ଜଗି ରହିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗତ ୯ ତାରିଖରେ ସିଲାଟିଠାରେ ଆନୁଷ୍ଠାନିକ ଭାବେ ମଣ୍ଡି ଖୋଲିଛି । କେବଳ ହାତ ଗଣତି ଚାଷୀଙ୍କୁ ଛାଡ଼ିଳେ ଅନ୍ୟମାନଙ୍କୁ ଧାନ ବିକ୍ରି ସମସ୍ୟା । କୁଇଣ୍ଟାଲ କୁଇଣ୍ଟାଲ…

ପାଣିରେ ଭାସିଲା ବସ୍ତା ବସ୍ତା ଧାନ, ପିଏଚଡି ପାଇପ ଫାଟିଯିବାରୁ ଧାନ ନଷ୍ଟ

ସମ୍ବଲପୁର : ପାଣିରେ ଭାସିଲା ବସ୍ତା ବସ୍ତା ଧାନ । ପିଏଚଡି ପାଇପ ଫାଟିଯିବାରୁ ପ୍ରାୟ ୭୦୦ ବସ୍ତା ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି । ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି…

ଆଜିଠୁ ଖରିଫ ଧାନ କିଣା, ୬୦ ହଜାର ୬୧୪ ଜଣ ଚାଷୀଙ୍କ ପଞ୍ଜୀକରଣ

ଭୁବନେଶ୍ବର: ଆଜିଠୁ ଖରିଫ ଧାନ କିଣା ।  ବରଗଡ଼ ଓ ସମ୍ବଲପୁରରେ ଆରମ୍ଭ ହେବ ଧାନକିଣା ।  ଟୋକେନ୍ ଦ୍ବନ୍ଦ୍ବ ତୁଟିବା ପରେ ଆଜି ଠୁ ଧାନକିଣା ଆରମ୍ଭ ହେବ ।  ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଧାନ କିଣା ଆରମ୍ଭ ହେବ ।  ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି…

ଏଣିକି ଚାଷୀଙ୍କୁ ମିଳିବ ନିଜ ହକ୍, ଆଉ ରହିବନି ବଳକା ଧାନ କିଣା ବିକା ଟେନସନ୍

ଭୁବନେଶ୍ବର: ଏଣିକି ଚାଷୀଙ୍କୁ ମିଳିବ ନିଜ ହକ୍ ।  ଆଉ ରହିବନି ବଳକା ଧାନ କିଣା ବିକା ଟେନସନ୍ ।  ଚାଷୀଙ୍କ ଆର୍ଥିକ ସ୍ଥିତି ସୃଦୃଢ କରିବାକୁ ଅଧିକ ୮ ଲକ୍ଷ ଧାନ କିଣିବ ଏଫସିଆଇ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କ୍ରମେ ଅଧିକ ଧାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି…

ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ

ଭୁବନେଶ୍ୱର :  ଚାଷୀଙ୍କ ପାଇଁ ଖୁସି ଖବର ।  ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ  ୬୯ ଟଙ୍କା ଦେବେ ସରକାର ।  ଏଣିକି  ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା  ୩୧୬୯ ଟଙ୍କା ଦେବେ ସରକାର । ଗ୍ରେଡ଼ ଏ ଧାନ…

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ସରକାର, ବକେୟା ଥିଲେ ଧାନକିଣାରୁ ବାଦ୍ ପଡ଼ିବେ ମିଲର

ଭୁବନେଶ୍ୱର : ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର । ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ । ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ । ଖରିଫରେ ୭୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ…

ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ କେଭିଙ୍କ ଚେତାବନୀ, ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ ବିକିଲେ ଜେଲ…

ଭୁବନେଶ୍ୱର : ଧାନ ମଣ୍ଡିରେ ଦଲାଲଙ୍କୁ ବରଦାସ୍ତ କରାଯିବ ନାହିଁ ।  ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ ।  ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।…

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଟ୍ରକରେ ବେଆଇନ ଧାନ ଚାଲାଣ, ଜବତ କଲା ଏନଫୋର୍ସମେଣ୍ଟ ଟିମ

ଜଳେଶ୍ବର : ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଟ୍ରକରେ ବେଆଇନ ଧାନ ଚାଲାଣ ବେଳେ ଜବତ କଲା ଏନଫୋର୍ସମେଣ୍ଟ ଟିମ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠା ନାକା ପଏଣ୍ଟ ନିକଟରେ ଚଢ଼ଉ କରି ଏନଫୋର୍ସମେଣ୍ଟ ଟିମ ଧାନ ବୋଝେଇ ଟ୍ରକ ଜବତ କରିଛି । ଜବତ ଟ୍ରକରେ ୨୫୦ କୁଣ୍ଟାଲ ଧାନ ଥିବା ଜଣାପଡ଼ିଛି ।…