Odisha News
.
Browsing Tag

paddy

ମାଲକାନଗିରି : ପୁଣି ଚାଷକୁ ଫେରିଲେ ପୂର୍ବତନ ବିଧାୟକ, ନିଜେ ଖେତକୁ ଯାଇ ବିହନ ବୁଣୁଛନ୍ତି

ମାଲକାନଗିରି (କେ ନ୍ୟୁଜ୍‌) : ହାତରେ ଧାନ ବିହନ ଭରା ବାଲଟି ଓ ଶରୀରରେ ହାପ୍ ପ୍ୟାଣ୍ଟ ଏବଂ ଟି-ସାର୍ଟ । ଆଣ୍ଠୁଏ କାଦୁଅରେ ବେଉଷଣ କାମ କରୁଛନ୍ତି ଏଇ ବ୍ୟକ୍ତି । ଟିକେ ଭଲ କରି ଦେଖିଲେ । ହୁଏତ ଆପଣ ଚିହ୍ନିବାରେ ଭୁଲ କରି ପାରନ୍ତି । ସେ ହେଉଛନ୍ତି ବିଜେଡି ଦଳର ଜଣେ ପୂର୍ବତନ ବିଧାୟକ ।…

ଘୋଷଣା ହେଲା ଖରିଫ ଚାଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ, ୧୭୫୦ ଟଙ୍କାରୁ ୧୮୧୫ ଟଙ୍କାକୁ ବୃଦ୍ଧି

ଖରିଫ ଚାଷ ଲାଗି ଘୋଷଣା ହୋଇଛି ସର୍ବନିମ୍ନ ସହାୟକ ମୂଲ୍ୟ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କାରୁ ୧୮୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ତୁଳନାରେ ୩.୭ ପ୍ରତିଶତ ଅର୍ଥାତ ୬୫ ଟଙ୍କା ବୃଦ୍ଧି ହୋଇଛି। ଜୱାର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୨୦ ଓ ମାଣ୍ଡିଆର…

କଳାହାଣ୍ଡି: ମଣ୍ଡିରେ ବସ୍ତା ବସ୍ତା ଧାନ ବର୍ଷାରେ ଭିଜି ହୋଇଗଲାଣି ଗଜା

କଳାହାଣ୍ଡି(କେନ୍ୟୁଜ୍): ମଣ୍ଡିରେ ପଡିଛି ଧାନ ବସ୍ତା । ବର୍ଷା ପାଣିରେ ଭିଜି ଗଜା ହୋଇଗଲାଣି ଧାନ, ହେଲେ ମଣ୍ଡିରୁ ଉଠିପାରୁନାହିଁ ।  କେଉଁଠି ମିଲର୍ସ ଆସୁନାହାନ୍ତି ତ କେଉଁଠି ନକଲି ରସିଦ୍‌ କାଟି ଧାନ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଳା ମଣ୍ଡି…

ଚାଷଜମି ଆଡ଼କୁ ମାଡ଼ି ଆସୁଛି ନଦୀ,ତେଜୁଛି ଖପରାପାଳ ଗାଁ ଲୋକଙ୍କ ଅସନ୍ତୋଷ

ଚାଷଜମି ଆଡକୁ ମାଡି ଆସୁଛି ନଦୀ । ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଖପରାପାଳ ଗାଁ ଦେଇ ବୋହି ଆସିଥିବା ଗଙ୍ଗାହାର ନଦୀ ଲୋକଙ୍କ ଚାଷଜମି ଆଡକୁ ମାଡି ଆସିଲାଣି । କିଛି ଜମି ନଦୀ ଗର୍ଭକୁ ମଧ୍ୟ ଚାଲିଗଲାଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଦୀ ଆଡିବନ୍ଧରେ ପଥର ପ୍ୟାକିଂ…

ନଭେମ୍ବର ୫ରୁ ଆରମ୍ଭ ଧାନ ସଂଗ୍ରହ, ଏଥର ଟାର୍ଗେଟ ୫୫ଲକ୍ଷ ଟନ୍

ଭୁବନେଶ୍ବର(କେନ୍ଯୁଜ୍) : ଚଳିତ ବର୍ଷ ଖରିଫ୍‌ ଋତୁ ପାଇଁ ଆରମ୍ଭ ହେବ ଧାନ ସଂଗ୍ରହ । ୫ ତାରିଖରୁ ଧାନ କିଣା ଆରମ୍ଭ ହେବ। ପ୍ରଥମେ ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କଠାରୁ ଧାନ କିଣାଯିବ। ଧାନ ବିକ୍ରିର ୪୮ରୁ ୭୨ଘଣ୍ଟା ମଧ୍ୟରେ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇବେ । ଚାଷୀଙ୍କ ବ୍ୟାଙ୍କ…

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍‌ ଘୋଷଣା କରିପାରେ ଖରିଫ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ

ଭୁବନେଶ୍ବର: ଏମ୍‌ଏସ୍‌ପି ଘୋଷଣାରେ ବିଳମ୍ବ ହେଲାଣି । ସୂଚନା ମିଳିଛି, ଆଜି/କାଲି କେନ୍ଦ୍ର ସରକାର ଖରିଫ ଶସ୍ୟର ଏମ୍‌ଏସ୍‌ପି ଘୋଷଣା କରି ପାରନ୍ତି । ୨୩ଟି ଶସ୍ୟର ଏମ୍‌ଏସ୍‌ପି ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିବ । ସାଧାରଣତଃ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଏମ୍‌ଏସ୍‌ପି ଘୋଷଣା ହୁଏ ।…